CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଜୁନ ୨୦ରେ, ମୂଲ୍ୟାଙ୍କନରେ ପକ୍ଷପାତିତା କଲେ ବିଦ୍ୟାଳୟକୁ ସିଲ୍, ନିୟମାବଳୀ ଜାରି
ଭୁବନେଶ୍ଵର : ଜୁନ ୨୦ ସୁଦ୍ଧା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ଼ (CBSE) ର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ନିୟମାବଳୀ ଜାରି କରାଯାଇଛି। ନିୟମାବଳୀ ଅନୁସାରେ ଚଳିତ ମାସ ୫ ତାରିଖ ସୁଦ୍ଧା ସବୁ ସ୍କୁଲ (School) ର ୮ ଜଣିଆ ରେଜଲ୍ଟ୍ କମିଟି (Result Committee) ଗଠନ କରାଯିବ। ବର୍ଷସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ନମ୍ବରର ମୂଲ୍ୟାୟନ ହେବ। ଅବଶିଷ୍ଟ ୨୦ ନମ୍ବର ଇଣ୍ଟର୍ନାଲ୍ ଆସେସ୍ମେଣ୍ଟ (Internal Assessment) ରୁ … Continue reading CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ଜୁନ ୨୦ରେ, ମୂଲ୍ୟାଙ୍କନରେ ପକ୍ଷପାତିତା କଲେ ବିଦ୍ୟାଳୟକୁ ସିଲ୍, ନିୟମାବଳୀ ଜାରି
Copy and paste this URL into your WordPress site to embed
Copy and paste this code into your site to embed