ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !

ନୂଆଦିଲ୍ଲୀ: ବ୍ୟକ୍ତିଗତ ଗୋପନୀୟତା କଥା ଆସିଲେ ପତ୍ନୀ ମଧ୍ୟ ସ୍ଵାମୀର ଗୋପନୀୟତା ଜାଣିପାରିବ ନାହିଁ। ଯେହେତୁ ଏହା ଗୋପନୀୟତା କଥା, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ମଧ୍ୟ ଆଇନ ପ୍ରଯୁଜ୍ୟ ହେବ। ଏହି ଆଇନକୁ ପ୍ରୟୋଗକରି  କେନ୍ଦ୍ରୀୟ ସୂଚନା ଆୟୋଗ (Central Information Commission ) ଏକ ରାୟ ଦେଇଛନ୍ତି ଯେ ସ୍ୱାମୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣର ବିବରଣୀ ପତ୍ନୀଙ୍କୁ ଦିଆଯାଇପାରିବ ନାହିଁ।ଏହା ଆରଟିଆଇ ଆକ୍ଟର ( RTI )ଧାରା 8 (1) (j) ଅଧୀନରେ ଆସୁଛି। … Continue reading ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !