ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ
ଭୁବନେଶ୍ଵର:କୋଭିଡ୍(Covid-19 )ମହାମାରୀ ଯୋଗୁଁ ନିଜ ନିଜର ଭିଟାମାଟିକୁ ଫେରିଆସିଥିବା ଶ୍ରମିକ ଏବଂ ସ୍ଥାନୀୟ ଅଭାବୀ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ(Garib Kalyan RojgarAbhiyaan -GKRA) ଓଡିଶା ସମେତ ୬ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଅନ୍ୟ ରାଜ୍ୟଗୁଡିକ ହେଲେ ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ। ଏହି ୬ଟି ରାଜ୍ୟର ୧୧୬ଟି ଜିଲାରେ ଏହା କାର୍ଯ୍ୟକାରୀ ହେଉଛି। ଲୋକଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେଉଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ … Continue reading ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ
Copy and paste this URL into your WordPress site to embed
Copy and paste this code into your site to embed