IBPS ୨୦୨୦ କ୍ଲର୍କ ପୋଷ୍ଟରେ ୧୫୫୭ ନିଯୁକ୍ତି ସୁଯୋଗ; ଯୋଗ୍ୟତା ଏବଂ ଆବେଦନ

ଭୁବନେଶ୍ଵର:ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ପର୍ସନାଲ ସିଲେକସନ (IBPS) ୧୫୫୭ କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଠାରୁ ଅନଲାଇନ (online) ଦରଖାସ୍ତ ଗ୍ରହଣ କରିବ। ଏହି ନିଯୁକ୍ତି ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ଇଣ୍ଡିଆନ୍ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିଣ୍ଡ … Continue reading IBPS ୨୦୨୦ କ୍ଲର୍କ ପୋଷ୍ଟରେ ୧୫୫୭ ନିଯୁକ୍ତି ସୁଯୋଗ; ଯୋଗ୍ୟତା ଏବଂ ଆବେଦନ