IPL ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର୧୩ ତମ ସିଜନ୍ ବିଷୟରେ ଅଫିସିଆଲ୍ ଘୋଷଣା କରାଯାଇଛି।  ଆଇପିଏଲ୍ ଚେୟାରମ୍ୟାନ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୦ ସମଗ୍ର ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିବ, କାରଣ ଭାରତରେ କରୋନା ଭାଇରସ ମାମଲା  ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ସେ କହିଛନ୍ତି ଯେ ଆଇପିଏଲ ସେପ୍ଟେମ୍ବର ୧୯  ରୁ ଆରମ୍ଭ ହେବ ଏବଂ ନଭେମ୍ବର୮ରେ ଫାଇନାଲ  ମ୍ୟାଚ ଖେଳାଯିବ। ସେ କହିଛନ୍ତି ,ଦୁବାଇ, ଆବୁଧାବି ଏବଂ ଶାରଜା … Continue reading IPL ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ