ରିୟା ଚକ୍ରବର୍ତ୍ତୀଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ (Sushant  Sing Rajput ) ମାମଲାରେ ଡ୍ରଗ୍ କାରବାରକୁ ଅନୁସନ୍ଧାନ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଟିମ୍ ଆଜି ସକାଳେ ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢାଉ କରିଛି। ସୁଶାନ୍ତ ସିଂ ମାମଲାରେ ଶୁକ୍ରବାର ସକାଳେ ଏନସିବି ଟିମ୍ ରିୟା ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କ ଘରେ ପହଞ୍ଚି ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନସିବି ଅଧିକାରୀ କହିଛନ୍ତି ଯେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କ ଘର … Continue reading ରିୟା ଚକ୍ରବର୍ତ୍ତୀଙ୍କ ଘରେ ଏନସିବିର ଚଢାଉ