ଏଥର ବର୍ଷେ ଚାକିରି କଲେ କର୍ମଚାରୀମାନଙ୍କୁ ମିଳିବ ଗ୍ରାଚ୍ୟୁଇଟି,ଆସୁଛି ନୂଆ ନିୟମ
ଭୁବନେଶ୍ଵର: ନିୟୋଜିତ କର୍ମଚାରୀମାନଙ୍କୁ ଖୁସି ଖବର ମିଳିବ ଖୁବ ନିକଟରେ, ଆଗାମୀ ଦିନରେ ସରକାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ନିୟମ ରେ ବଡ଼ ପରିବର୍ତ୍ତନ କରିବାପାଇଁ ଯାଉଛନ୍ତି। ସଂସଦର ସ୍ଥାୟୀ କମିଟି ଗ୍ରାଚ୍ୟୁଇଟି ପାଇଁ ଚାକିରିକାଳ ୫ ବର୍ଷ ପରିବର୍ତ୍ତେ ୧ ବର୍ଷ ଅବଧି ସ୍ଥିର କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ନିୟମାନୁସାରେ ଜଣେ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ପାଇବାକୁ ହେଲେ ଅତିକମ୍ରେ ୫ବର୍ଷରୁ ଅଧିକ ସମୟ କ୍ରମାଗତ ଭାବେ ଗୋଟିଏ ସଂସ୍ଥାରେ ଚାକିରି କରିଥିବା ଆବଶ୍ୟକ। ଅବଶ୍ୟ, ଜଣେ … Continue reading ଏଥର ବର୍ଷେ ଚାକିରି କଲେ କର୍ମଚାରୀମାନଙ୍କୁ ମିଳିବ ଗ୍ରାଚ୍ୟୁଇଟି,ଆସୁଛି ନୂଆ ନିୟମ
Copy and paste this URL into your WordPress site to embed
Copy and paste this code into your site to embed