ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ନାମରେ ମାଗୁଛନ୍ତି ଭୋଟ

ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ​​ଭାରତୀୟ-ଆମେରିକୀୟ ଭୋଟରଙ୍କ ପ୍ରଭାବ ବେଶ ବୃଦ୍ଧି ପାଇଛି।ଏହିମାନଙ୍କର  ଭୋଟ ହେବ ନିର୍ଣ୍ଣାୟକ ଏକଥା ବେଶ ଭଲଭାବରେ ଜାଣିଛନ୍ତି ଉଭୟ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନ। ସେଥିପାଇଁ  ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଏବଂ ତାଙ୍କ ସହ ଥିବା ବନ୍ଧୁତାକୁ ନେଇ ଭାରତୀୟ-ଆମେରିକୀୟଙ୍କ ଭୋଟ୍ ପାଇବାକୁ … Continue reading ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କ ନାମରେ ମାଗୁଛନ୍ତି ଭୋଟ