ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant  Singh Rajput )ଙ୍କ ମୃତ୍ୟୁ ମାମଲାରେ ଏନସିବି (NCB) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ (Drugs)ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ତାଙ୍କୁ ଗିରଫ କରିଛି। ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବରୁ ଏନସିବି କହିଥିଲା ​​ଯେ ଆଜି ଗିରଫ ହେବ ନାହିଁ। କିନ୍ତୁ ଆଜି ରାତିରେ ଏନସିବି ତାଙ୍କୁ ଦୀର୍ଘ ପଚରାଉଚରା ପରେ ଗିରଫ କରିଛି। ସୂଚନଯୋଗ୍ୟ, ଆଜି ଶୁକ୍ରବାର ସକାଳେ … Continue reading ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଗିରଫ