ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…

କିଛିଦିନ ତଳେ ନେପାଳର ପ୍ରଧାନମନ୍ତ୍ରୀ ଓଲି ଏକ ବିବାଦୀୟ  ବିବୃତ୍ତି ଦେଇଥିଲେ। ତାଙ୍କ କହିବା ଅନୁସାରେ  ଆଜି ପର୍ଯ୍ୟନ୍ତ ସେମାନେ ଭାବୁଥିଲେ ଥିଲେ ଯେ ଆମର ସୀତା ଭାରତୀୟ ଶ୍ରୀରାମଙ୍କୁ ବିବାହ କରିଥିଲେ। ଯେତେବେଳେ ଶ୍ରୀରାମ ଙ୍କ ପ୍ରକୃତ ଜନ୍ମସ୍ଥାନ ହେଉଛି ନେପାଳ। ଏହି ଦାବି ପରେ ନେପାଳର ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଏହାର ପ୍ରମାଣ ସଂଗ୍ରହ କରିବାକୁ ଅଧ୍ୟୟନ କରିବାକୁ ଯାଉଛି। ନେପାଳର ପ୍ରଧାନମନ୍ତ୍ରୀ ଅଲିଙ୍କ ଦାବି ପରେ ବହୁ ବିବାଦ ଦେଖାଦେଇଥିଲା। ନେପାଳର ବୈଦେଶିକ … Continue reading ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…