ପ୍ରଶାନ୍ତ ଭୂଷଣଙ୍କ ଉପରେ ୧ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ,ଆସନ୍ତୁ ଜାଣିବା ପ୍ରଥମରୁ ପୁରା ଘଟଣା କଣ ଥିଲା

ନୂଆଦିଲ୍ଲୀ:ନ୍ୟାୟପାଳିକା ବିରୋଧରେ ଦୁଇଟି ଟ୍ୱିଟ୍ କରି କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କ ଉପରେ ସୁପ୍ରିମକୋର୍ଟ ଏକ  ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜରିମାନା ରାଶି ୧୫ ସେପ୍ଟେମ୍ବର ସୁଦ୍ଧା ଜମା କରିବାରେ ବିଫଳ ହେଲେ ତିନିମାସ ଜେଲ ଦଣ୍ଡ ହୋଇପାରେ ଏବଂ ତିନି ବର୍ଷ ପାଇଁ ଓକିଲାତି ଉପରେ ବାରଣ କରାଯାଇପାରେ। ସୂଚନାଯୋଗ୍ୟ ଅଗଷ୍ଟ ୧୪ ରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦୁଇଟି ଟ୍ୱିଟ୍ ପାଇଁ ଦୋଷୀ ସାବ୍ୟସ୍ତ … Continue reading ପ୍ରଶାନ୍ତ ଭୂଷଣଙ୍କ ଉପରେ ୧ଟଙ୍କା ଜରିମାନା କଲେ ସୁପ୍ରିମକୋର୍ଟ,ଆସନ୍ତୁ ଜାଣିବା ପ୍ରଥମରୁ ପୁରା ଘଟଣା କଣ ଥିଲା