ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ

ଚଣ୍ଡିଗଡ:ଦୁବାଇରୁ ଫେରିଆସିବାକୁ ନେଇ କ୍ରିକେଟର ସୁରେଶ ରୈନା (Suresh Raina )ଙ୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଥିଲା। ସୁରେଶ ରୈନା କହିଛନ୍ତି ଯେ ତାଙ୍କ ପିଉସୀଙ୍କ ପରିବାର ଉପରେ ହୋଇଥିବା ଆକ୍ରମଣ ବର୍ତ୍ତମାନ ସୁଦ୍ଧା କିଏ ଏହି ଆକ୍ରମଣ କରିଛି ତାହା ମଧ୍ୟ ସେ ଜାଣି ନାହାଁନ୍ତି। ପରିବାର ଉପରେ ହୋଇଥିବା ଆକ୍ରମଣ କାରଣରୁ ଦୁବାଇରେ ଆଇପିଏଲ ( IPL )ଛାଡି ଦେଶକୁ ଫେରିଥିବା ରାଇନା ଗତ କିଛି ଦିନ ମଧ୍ୟରେ ତାଙ୍କ ପରିବାରରେ  କ’ଣ … Continue reading ସୁରେଶ ରୈନା ମୁହଁ ଖୋଲିଲେ କାହିଁକି ଫେରିଲେ ଦୁବାଇରୁ,ପରିବାର ପାଇଁ ପଞ୍ଜାବ ସିଏମ ଅମରିନ୍ଦର ସିଂଙ୍କୁ ମାଗିଲେ ସାହାଯ୍ୟ