Home » MORE » ବ୍ୟବସାୟ
Gold Price Today odisha ସୁନା ଦର

Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

  ବଡ଼ ଖବର : ୨୪ କ୍ୟାରେଟ୍: ୧୦ ଗ୍ରାମ ପିଛା ୯,୦୫୦ ଟଙ୍କା କମି ୧,୫୧,୫୩୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍: ୮,୩୦୦ ଟଙ୍କା ହ୍ରାସ ପାଇ ୧,୩୮,୯୦୦ ଟଙ୍କା ହୋଇଛି। ରୁପା ଦର: କିଲୋ ପିଛା ୩ ଲକ୍ଷ ଟଙ୍କାକୁ ଖସି ଆସିଛି। ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ବିବାହ ଋତୁ ପୂର୍ବରୁ ବଜାରରେ Gold Price Today Odisha ବା ସୁନା ଦରରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି।…

Read More
Gold Rate Today ଆଜିର ସୁନା ଦର

Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି

ଭୁବନେଶ୍ୱର : Gold price in Bhubaneswar ରାଜ୍ୟରେ ବର୍ତ୍ତମାନ ସୁନାର ଦାମ ଦିନେ କମୁଛି ପୁଣି ଦିନେ ବଢୁଛି। ଆଜି ମଙ୍ଗଳବାର ଜୁଲାଇ ୮ରେ ପୁଣି ବଢିଛି ସୁନା ଦାମ୍‌ (Gold Rate Today)। ଆଜି ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୮୪୦ ଟଙ୍କା ରହିଛି ଯାହାକି ଗତକାଲି ଏହା ୯୮,୨୯୦ ଟଙ୍କା ଥିଲା। ଆଜି ୫୫୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୬୦୦…

Read More
Make In Odisha Conclave 22

Make In Odisha Conclave 22: ଫ୍ଲିପ୍ ‍କାର୍ଟରେ ବିକ୍ରି ହେବ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରଡକ୍ଟ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: Make In Odisha Conclave 22 ଆଜି ମେକ୍ ଇନ୍‍ ଓଡ଼ିଶା କନ୍‍କ୍ଲେଭ୍‍-୨୦୨୨ର ଉଦ୍‍ଯାପିତ ହୋଇଛି। ଆଜିର ଦିନରେ ସ୍ୱାସ୍ଥ୍ୟ ଓ ଔଷଧ ଉତ୍ପାଦନ, ପଣ୍ୟ କାରବାର ଓ ସଂରକ୍ଷଣ ତଥା ଆନୁସଙ୍ଗିକ ଭିତ୍ତିଭୂମି ସଂକ୍ରାନ୍ତ ଏକାଧିକ ବୁଝାମଣାପତ୍ର ଅନେକ କମ୍ପାନୀ ସହିତ ସ୍ୱାକ୍ଷରିତ ହୋଇଛି। ଏହାସହ ସହରାଞ୍ଚଳ ପାଇଁ ଆଜି ଓଡ଼ିଶା ହାଉସିଂ ଫର୍‍ ଅଲ୍‍ ପଲିସି -୨୦୨୨ (Odisha Housing For All Policy-2020) ର ଶୁଭାରମ୍ଭ କରାଯାଇଛି। ମିଶନଶକ୍ତି (Mission Shakti)…

Read More
Odisha Budget 2022-23

Odisha Budget 2022-23: ବିଧାନସଭାରେ ୧୬,୮୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ଵର: Odisha Budget 2022-23 ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଗୃହରେ ଦିବଙ୍ଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଦିବଙ୍ଗତ ସଦସ୍ୟମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଆଜି ବିଧାନସଭାରେ ୨୦୨୨ – ୨୩ ଆର୍ଥିକ ବର୍ଷ ପାଇଁ ୧୬ ହଜାର ୮୦୦ କୋଟିର ଅତିରିକ୍ତ ବଜେଟ୍ (Odisha Budget 2022-23) ଉପସ୍ଥାପିତ କରାଯାଇଛି। ଗୃହରେ ବଜେଟ ଉଦପସ୍ଥାପନା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର…

Read More
Coal India Ltd & Unions ink MoU Recommending Minimum Guaranteed Benefit to Employees

E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ

ନୂଆଦିଲ୍ଲୀ: E-auction Coal Mines of Odisha Ghogharpalli and its Dip Extension mines are situated in Sundergargh ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘୋଗରପାଲି ଏବଂ ଘୋଗରପାଲି ଡିପ୍‌ ସାଇଡ୍‌ କୋଇଲା ଖଣି ( Ghogharpalli and Ghogharpalli Dip…

Read More
coal_mines_odisha

E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ନୂଆଦିଲ୍ଲୀ: E-auction Coal Mines of Odisha Rampia and dip side of Rampia ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି (Rampia and dip…

Read More
moong-dal

Cabinet Approves: ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବ କେନ୍ଦ୍ର ସରକାର, ଖର୍ଚ୍ଚ ହେବ ୧୨ଶହ କୋଟି ଟଙ୍କା

ନୂଆଦିଲ୍ଲୀ: Cabinet approved the disposal of 15 lakh tonne chana to States and Union Territories ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର…

Read More
wheat export bans

Wheat Export Ban: କମିବ ଅଟା ଦାମ; ଗହମ ପରେ ଅଟା ରପ୍ତାନୀରେ ବ୍ୟାନ, କ୍ୟାବିନେଟ୍ ର ଅନୁମୋଦନ

ନୂଆଦିଲ୍ଲୀ: Wheat Export Ban ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi) ଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ ଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ  (HS Code 1101) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।  ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳିଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର…

Read More
Edible-oil_new price

Edible Oil New Price Today: କମିବ ଖାଇବା ତେଲ ଦାମ, ଖାଉଟିକୁ ଆଶ୍ୱସ୍ତି

ନୂଆଦିଲ୍ଲୀ: Edible Oil New Price Today ଦେଶର ଜନସାଧାରଣ  ଖୁବ୍ ଶୀଘ୍ର ଖାଇବା ତେଲ ଶସ୍ତାରେ ପାଇବାକୁ ଯାଉଛନ୍ତି। ମିଡ଼ିଆ ରିପୋର୍ଟ୍ ଅନୁସାରେ ଖୁବ୍ ଶୀଘ୍ର ଖାଇବା ତେଲ ମୂଲ୍ୟ ଲିଟର ପିଛା ୧୦ ରୁ ୧୫ ଟଙ୍କା ହ୍ରାସ ପାଇବାକୁ ଯାଉଛି। ଯାହା ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଖାଇବା ତେଲର ଲିଟର ପିଛା ୧୦ ରୁ ୧୫ଟଙ୍କା ହ୍ରାସ ହେବ। ଦେଶରେ ଆଗକୁ ପାର୍ବଣ ଋତୁ ଆସୁଛି। ଏହାକୁ ନଜରରେ ରଖି ସରକାର…

Read More
bank_holidays

Bank Holidays in August: ଅଗଷ୍ଟରେ ୧୮ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: Bank Holidays in August ଅଗଷ୍ଟ ମାସରେ ବ୍ୟାଙ୍କଗୁଡିକ (Bank Holiday) ମାସର ଅଧାରୁ ଅଧିକ ଦିନ ବନ୍ଦ ରହିବ। କାରଣ ମୋଟ ୧୮ ଦିନ ଛୁଟି ଅଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ଘୋଷଣା କରିଛି। ଅଧିକାଂଶ ଛୁଟି ସମଗ୍ର ଦେଶକୁ ପ୍ରଭାବିତ କରିବ। ଯାହାକି ବ୍ୟବସାୟ ଉପରେ ଏହାର ପ୍ରଭାବ ପଡିବ। କହିବାକୁ ଗଲେ ଅଗଷ୍ଟ ମାସରେ ବିଭିନ୍ନ ପର୍ବପର୍ବାଣୀ ପଡିଥାଏ। ଏହି…

Read More
bank

Bank Privatisation: ଏହି ଦୁଇ ସରକାରୀ ବ୍ୟାଙ୍କ ହେବ ଘରୋଇକରଣ

ନୂଆଦିଲ୍ଲୀ: Bank Privatisation News ସରକାରୀ ବ୍ୟାଙ୍କଗୁଡିକ (Public Sector Banks) ର ଘରୋଇକରଣ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ତୀବ୍ର ଗତିରେ କାର୍ଯ୍ୟ କରୁଥବା  ଦେଖାଉଛି। ସରକାର ମୌସୁମୀ ଅଧିବେଶନରେ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ଆଣିପାରିବେ ବୋଲି ବିଶ୍ୱାସ କରାଯାଉଛି। ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (Indian Overseas Bank), ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (Central Bank of India) ଏବଂ ଏକ ଜେନେରାଲ୍ ଇନସୁରାନ୍ସ କମ୍ପାନୀ (General Insurance…

Read More