Home » ଖେଳ ଖବର
India vs Sri Lanka ODI Highlight

India vs Sri Lanka ODI Highlight: ଶ୍ରୀଲଙ୍କାକୁ ହରାଇ ଦିନିକିଆ ସିରିଜ ଜିତିଲା ଭାରତ

ଥିରୁଅନନ୍ତପୁରମ: India vs Sri Lanka ODI Highlight ଆଜି ଟିମ ଇଣ୍ଡିଆ  ଶ୍ରୀଲଙ୍କାକୁ ହରାଇ ଦିନିକଆ ସିରିଜକୁ ୩-୦ ରେ ଜିତିନେଇଛି। ୩ୟ ତଥା ଶେଷ ଦିନିକିଆରେ ଭାରତ ଟସ୍‌ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୦ ରନର ଏକ ବଡ଼ ସ୍କୋର କରିଥିଲା। ମ୍ୟାଚ ଜିତିବାକୁ ଶ୍ରୀଲଙ୍କାକୁ ୩୯୧ ରନର ଆବଶ୍ୟକତା ରହିଥିଲା। କିନ୍ତୁ ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱେକଟ ହରାଇ ମାତ୍ର ୭୨ ରନ ସଂଗ୍ରହ…

Read More
FIH Odisha Hockey Mens World Cup 2023

FIH Odisha Hockey Mens World Cup 2023: ହକି ବିଶ୍ୱକପ୍‌ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଟିକେଟ ବିକ୍ରି ଆରମ୍ଭ

ରାଉରକେଲା: FIH Odisha Hockey Mens World Cup 2023: ବିଶ୍ୱକପ ହକି-୨୦୨୩ ଆଉ ମାତ୍ର କେତେଟା ଦିନ ରହିଲା। ଏଥି  ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁଖ୍ୟ ଶାସନ ସଚିବ, ଫାଇଭ୍- ଟି ସଚିବ ଭି.କେ. ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଆର. ଭିନିଲ୍ କ୍ରିଷ୍ଣା ରାଉରକେଲାରେ ପହଂଚି ବିଶ୍ୱକପ୍‌ ହକି ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହା କହିଛନ୍ତି। ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ…

Read More
India vs Bangladesh 1st Test Highlights

India vs Bangladesh 1st Test : ପ୍ରଥମ ଟେଷ୍ଟରେ ଭାରତ ବାଂଲାଦେଶକୁ ୧୮୮ ରନରେ କଲା ପରାସ୍ତ

ନୂଆଦିଲ୍ଲୀ: India vs Bangladesh 1st Test Highlights: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜିତିଛି ଭାରତ। ଭାରତ ବାଂଲାଦେଶକୁ ୧୮୮ ରନରେ ପରାସ୍ତ କରିଛି। ବାଂଲାଦେଶକୁ ଦିନିକିଆ ସିରିଜର କିଛି ମାତ୍ରାରେ ପ୍ରତିଶୋଧ ନେଇଛି ଭାରତ। ଭାରତ ଉଭୟ ଇନିଂସରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ସେହିପରି ଇଶାନ କିଶନଙ୍କ ଡବଲ ସେଞ୍ଚୁରୀ ଏବଂ କୁଲଦୀପ ଯାଦବଙ୍କ ୫ ୱିକେଟ୍ ଉଭୟ ଭାରତୀୟ ଦଳ…

Read More
ruturaj gaikwad 7 sixes

Ruturaj Gaikwad : ବିରଳ ବିଶ୍ଵରେକର୍ଡ, ଗୋଟିଏ ଓଭରରେ ୭ ଛକା

ନୂଆଦିଲ୍ଲୀ: Maharashtra opener Ruturaj Gaikwad ମହାରାଷ୍ଟ୍ର ଯୁବ ବ୍ୟାଟସ୍ ମ୍ୟାନ୍ ଋତୁରାଜ ଗାଏକ୍ୱାଡ ସୋମବାର କ୍ରିକେଟରେ ଏକ ବିଶ୍ଵ ରେକର୍ଡ କରିଛନ୍ତି। ବିଜୟ ହଜାରେ ଟ୍ରଫି (Vijay Hazare Trophy) ରେ ମହାରାଷ୍ଟ୍ର ପାଇଁ ଖେଳୁଥିବା ଋତୁରାଜ ଉତ୍ତରପ୍ରଦେଶ ବିପକ୍ଷ ମ୍ୟାଚରେ ଏକ ଓଭରରେ ୭ଟି ଛକା ମାରି କ୍ରିକେଟରେ ଇତିହାସ ରଚିଛନ୍ତି। ୫୦ ଓଭର କ୍ରିକେଟରେ ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ। ସୂଚନା ଅନୁସାରେ ମହାରାଷ୍ଟ୍ରର ୪୯ ତମ…

Read More
Ind vs Nz 2nd Odi Highlights

Ind vs Nz 2nd Odi Highlights: ନ୍ୟୁଜିଲାଣ୍ଡକୁ ୬୫ ରନ୍‌ରେ ପରାସ୍ତ କଲା ଭାରତ, ଚମକିଲେ ସୂର୍ଯ୍ୟକୁମାର

ମାଉଣ୍ଟ୍‌ ମୌଙ୍ଗନୁଇ: Ind vs Nz 2nd Odi Highlights: ଆଜି ରବିବାର ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ (India) ଏହି ମ୍ୟାଚ୍‌ ରେ ନ୍ୟୁଜିଲାଣ୍ଡକୁ (New Zealand)  ୬୫ ରନ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡକୁ ଭାରତ ୧୮.୫ ଓଭରରେ ୧୨୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଶେଷ ହୋଇଥବା ଟି-୨୦ ପରାଜୟକୁ ଭୁଲି ଭାରତ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ଟିମ ଇଣ୍ଡିଆ ତରଫରୁ ଦୀପକ ହୁଡ଼ା (Deepak Hooda) ସର୍ବାଧିକ ୪ଟି ୱିକେଟ୍‌…

Read More
T20 World Cup 2022

T20 World Cup 2022: ଇଂଲଣ୍ଡ ପାକିସ୍ତାନକୁ ହରାଇ ଚମ୍ପିୟାନ

T20 World Cup 2022: ଟି-୨୦ ବିଶ୍ୱକପ ୨୦୨୨ ଇଂଲଣ୍ଡ ପାକିସ୍ତାନକୁ ହରାଇ ଚାମ୍ପିଅନ୍‌ ହୋଇଛି। ଆଜି ରବିବାର ଫାଇନାଲ ମ୍ୟାଚ ଏମସିଜିରେ ଖେଳାଯାଇଥିଲା। ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ୫୨ ରନ୍ ଏବଂ ମୋଇନ ଅଲିଙ୍କ ଚମତ୍କାର ଇନିଂସ ବଳରେ ପାକିସ୍ତାନ ୫ ଉଇକେଟ୍‌ରେ ପରାସ୍ତ ହୋଇଛି। ସୂଚନାଯୋଗ୍ୟ, ଇଂଲଣ୍ଡର ଏହା ହେଉଛି ଦ୍ୱିତୀୟ ଟି -୨୦ ବିଶ୍ୱକପ ଟାଇଟେଲ। ପୂର୍ବରୁ ଇଂଲଣ୍ଡ ଏହି ଟ୍ରଫି ୨୦୧୦ରେ ହାସଲ କରିଥିଲା। ଆଜି ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ…

Read More
India T20 Match

India T20 Match: ଟି-୨୦ ବିଶ୍ଵକପରୁ ଭାରତ ବିଦାୟ, ଟିମ କଲା ନିରାଶ

India T20 Match ଆଜି ଟି-୨୦ ବିଶ୍ୱକପ (T-20 World Cup)ର ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଭାରତ (England vs India)କୁ ୧୦ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ସହିତ ବିଶ୍ଵକପରୁ ବିଦାୟ ନେଇଛି। ସମସ୍ତ ଭାରତୀୟ ପ୍ରଶଂସକ ଭାବୁଥିଲେ ଯେ ଏହି ବର୍ଷ ଟିମ ଇଣ୍ଡିଆ ଟି-୨୦ ବିଶ୍ଵକପ ଜିତିବ କିନ୍ତୁ ଏହା ହୋଇପାରିଲା ନାହିଁ। ଟସ୍ ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲାଗୁଥିଲା ଯେ ରୋହିତ-ରାହୁଲଙ୍କ…

Read More
India Vs Bangladesh

India Vs Bangladesh: DLS ପଦ୍ଧତିରେ ଭାରତ ବିଜୟ

ଆଡିଲେଡ: India Vs Bangladesh T-20 World Cup ଟି -୨୦ ବିଶ୍ୱକପରେ ଭାରତ ଶେଷ ଓଭରରେ ବାଂଲାଦେଶକୁ ୫ ରନରେ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୪ ରନ୍ ଏକ ବିରାଟ ସ୍କୋର ସଂଗ୍ରହ କରିଥିଲା। ବର୍ଷା କାରଣରୁ ଜିତିବା ପାଇଁ ବାଂଲାଦେଶକୁ  ୧୬ ଓଭରରେ ୧୫୧ ରନ୍ ସଂଗ୍ରହ କରିବାକୁ ଟାର୍ଗେଟ ଥିଲା।…

Read More
hardik-pandya-shikhar-dhawan-

India Vs New Zealand: ନ୍ୟୁଜିଲ୍ୟାଣ୍ଡ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ହାର୍ଦ୍ଦିକ ଅଧିନାୟକ

ନୂଆଦିଲ୍ଲୀ: India Vs New Zealand ଆଜି  ସୋମବାର ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ବିପକ୍ଷ ଭାରତର ଆଗାମୀ ସିରିଜ୍ ପାଇଁ ଭାରତ ସିନିୟର ଚୟନ କମିଟି ଖେଳାଳି ଚୟନ କରିଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଚେତନ ଶର୍ମାଙ୍କ ନେତୃତ୍ୱରେ ଚୟନ କମିଟି ଉଭୟ ଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଦିନିକିଆ ସିରିଜରେ ଶିଖର ଧାୱନ ଟିମ୍ ଇଣ୍ଡିଆର ଦାୟିତ୍ୱ ଗ୍ରହଣ…

Read More
india_netherlands (2)

India Vs Netherlands Highlights: ଟିମ ଇଣ୍ଡିଆ ୫୬ ରନରେ ବିଜୟ, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ

ସିଡନୀ : T20 World Cup 2022 India Vs Netherlands Highlights ଟି -୨୦ ବିଶ୍ୱକପ ୨୦୨୨ରେ ଆଜି ନେଦରଲ୍ୟାଣ୍ଡ ସହିତ ଭାରତର ମ୍ୟାଚ୍ (India Vs Netherlands Highlights) ଖେଳାଯାଇଥିଲା, ଯେଉଁଥିରେ (Team India) ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ଏହି ମ୍ୟାଚ୍ ୫୬ ଜିତିନେଇଛି। ​ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଭାରତର ସ୍ଥିତି ଅଧିକ ମଜବୁତ ହୋଇଛି। ଗ୍ରୁପ୍ ବି, ଯେଉଁଥିରେ ଟିମ୍ ଇଣ୍ଡିଆ ଅଛି, ଦଳ ଦୁଇଟି…

Read More
ind vs sa

IND Vs SA ODI Cricket: ଈଶାନ କିଶନଙ୍କ ଧୂଆଁଧାର ବ୍ୟାଟିଂ, ସିରଜ୍ ବରାବର

ରାଞ୍ଚି: IND Vs SA ODI Cricket ‘କର’ ବା ‘ମର’ ରାଞ୍ଚି ଦିନିକିଆରେ ଈଶାନ କିଶନ (Ishan Kishan) ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ, ଦକ୍ଷିଣ ଆଫ୍ରିକା (IND Vs SA ODI) କୁ ୭ ୱିକେଟ୍‌ରେ ପରାସ୍ତ କରି ଶିଖର ଧାୱନଙ୍କ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସି ସିରିଜ ବରାବର କରିଛି।   ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା, କାରଣ ଯଦି ଟିମ୍…

Read More