Lathikata Tehsildar Vigilance Arrest: ଗାଡ଼ିରୁ ୫ ଲକ୍ଷ ନଗଦ ଜବତ
ଲାଠିକଟା ତହସିଲଦାର ଭିଜିଲାନ୍ସ ଗିରଫ, ୫ ଲକ୍ଷ ନଗଦ ଜବତ ପରେ ଆୟ ବହିର୍ଭୁତ ସମ୍ପତ୍ତି ନେଇ ତଦନ୍ତ ଜୋରଦାର
ଲାଠିକଟା ତହସିଲଦାର ଭିଜିଲାନ୍ସ ଗିରଫ, ୫ ଲକ୍ଷ ନଗଦ ଜବତ ପରେ ଆୟ ବହିର୍ଭୁତ ସମ୍ପତ୍ତି ନେଇ ତଦନ୍ତ ଜୋରଦାର
ମୁମ୍ବାଇ : Tunisha Sharma Suicide Case ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ଅଭିନେତ୍ରୀ ଗତକାଲି ଆତ୍ମହତ୍ୟା କରିଥିଲେ। ତୁନିଶା ଶର୍ମାଙ୍କ ସାଥି ଅଭିନେତା ତଥା ଅଭିଯୁକ୍ତ ଶିଜାନ ଖାନଙ୍କୁ ମୁମ୍ବାଇ କୋର୍ଟ ପୋଲିସ ହେପାଜତରେ ୪ ଦିନ ପାଇଁ ପଠାଇ ଦେଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ। ତାଙ୍କ ବିରୋଧରେ କେବଳ ଅଭିଯୋଗ ହୋଇଛି। ତେବେ ଅଧିକ ଅନୁସନ୍ଧାନ ପରେ ଏହି ମାମଲା ସମ୍ପୂର୍ଣ୍ଣ ଜଣା ପଡିବ। ତୁନିଶା…
ହାଇଦ୍ରାବାଦ: ଚାକିରି ପାଇବା ପାଇଁ ଜଣେ ମହିଳା ପ୍ରାର୍ଥୀ ଅଜବ ଉପାୟ ପ୍ରୟୋଗ କରିଛନ୍ତି। ତେଲେଙ୍ଗାନା ରାଜ୍ୟ ପୋଲିସ୍ ଫୋର୍ସରେ ନିଯୁକ୍ତି ପାଇଁ ଜଣେ ମହିଳା ପରକ୍ଷାର୍ଥୀ (Telangana woman) ଶାରୀରିକ ମାପ ପରୀକ୍ଷା ସମୟରେ ଉଚ୍ଚତା ବଢାଇବା ପାଇଁ କେଶ ଭିତରେ ଏମ-ସିଲ୍ ମହମକୁ ଲେପନ କରିଥିଲେ। କିନ୍ତୁ ଚୟନ ପ୍ରକ୍ରିୟାରେ ସେ ଧରାପଡିଥିଲେ। ସୂଚନା ଅନୁସାରେ ବୁଧବାର ମେହେବୁବନଗରରେ ପୋଲିସ୍ କନଷ୍ଟେବଳ ତଥା ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଶାରୀରିକ ମାପ ପରୀକ୍ଷା ସମୟରେ ଏହି…
ଭୁବନେଶ୍ୱର : Odisha Vigilance Raid ଆଜି ସୋମବାର ଜଣେ ଯନ୍ତ୍ରୀଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ଧରିଛି। ସେ ହେଉଛନ୍ତି ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର (RWSS) ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡା। ଆଜି ଟାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ୍ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଭୁବନେଶ୍ୱରର ଆଇଗିଣିଆରେ…
କୋରାପୁଟ: Koraput News କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ୍ ଗୁପ୍ତେଶ୍ୱର ପଞ୍ଚାୟତର ମାଳିପଦର ଜଙ୍ଗଲରେ ଏସ୍ଓଜି ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଆଜି ଶୁକ୍ରବାର ଏସମ୍ପର୍କରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ୍ ସୂଚନାଦେଇ କହିଛନ୍ତି। ଏସ୍ଓଜି ପକ୍ଷରୁ ମଧ୍ୟରାତ୍ରିରେ କମ୍ବିଂ ଅପରେସନ ଚାଲିଥିଲା। ଏହିସମୟରେ ପାଖାପାଖି ୨୦ ରୁ ଊର୍ଦ୍ଧ୍ୱ ମାଓବାଦୀ ଜଙ୍ଗଲରେ ଶିବିର କରିଥିବା ସୂଚନା ମିଳିଥିଲା। ମାଳିପଦର…
ଝାରସୁଗୁଡ଼ା: Jharsuguda Road Accident ଝାରସୁଗୁଡା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ (Biju Express) ୱେରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧିପାଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୪ଜଣ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଗତକାଲି ସଂଧ୍ୟା ୭ଟା ସମୟରେ ଥେଲକୁଲେଇସ୍ଥିତ ଜେଏସ୍ଡବ୍ଲ୍ୟ ଭୂଷଣ ପ୍ଲାଣ୍ଟର (JSW-Bhushan Plant) ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ଆସୁଥିବା ବସ୍କୁ ସର୍ବାହଲ ପାୱାର ହାଉସ୍…
ଭୁବନେଶ୍ଵର: Cyber Fraud In Odisha ଓଡ଼ିଶାରେ ଦିନକୁ ଦିନ ବଢିଚାଲିଛି ଅନ୍ଲାଇନ୍ ଠକେଇ (Online Fraud)। ଏହାକୁ ନେଇ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏହି ସାଇବର ଠକେଇରୁ ମୁକ୍ତି ପାଇଁ ଅଭିଭାବକ ଓ ପିଲାମାନଙ୍କୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନା ଅନୁସାରେ ବିଭାଗ ପକ୍ଷରୁ ପିଲା ପାଠପଢା ପାଇଁ ବ୍ୟବହାର କରୁଥିବା ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ (Bank Account) ତଥ୍ୟ ନ ରଖିବା ପାଇଁ…
ଢେଙ୍କାନାଳ: Kamakyanagar Truck- Auto Accident: ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତ୍ତକଙ୍କ ନିକଟ ସମ୍ପର୍କୀୟକଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୨୫ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ୫୩ନଂ ଜାତୀୟ ରାଜପଥ ମୁକ୍ତାପସୀ ନିକଟ ପଥରଖମ୍ବ ଛକଠାରେ ଆଜି…
ବଡଖବର ଓଡିଆ ଅଭିନେତା ବାବୁସାନ୍ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଭୁବନେଶ୍ଵର: Odia actor Babusan Mohanty goes to High court ଆଜି ବୁଧବାର ଓଡିଆ ଅଭିନେତା ବାବୁସାନ୍ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଅଭିନେତା ବାବୁସାନ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଗତ ୨୩ ତାରିଖ ଦିନ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଅଭିନେତା ବାବୁସାନ ଭୁବନେଶ୍ଵର ବିମାନବନ୍ଦରକୁ ଯାଉଥିବା ବେଳେ ରାଜଧାନୀରେ ବାବୁସାନ୍, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ…
ଭୁବନେଶ୍ୱର: ଆଜିକାଲି ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ (Cyber Fraud)। ଆଉ ସୋସିଆଲ ମିଡ଼ିଆ (Social Media) କୁ ମାଧ୍ୟମ କରିଛନ୍ତି ସାଇବର ଠକ। ଏମାନେ ନୂଆ ନୂଆ ପନ୍ଥା ଆପଣାଇ ଲୁଟୁଛନ୍ତି ଟଙ୍କା। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଡିଜିଟାଲ ସୁନ୍ଦରୀମାନେ (Digital Beauty) ମାତିଛନ୍ତି। ସେମାନେ ଜାଲ ବିଛାଇ ଯୁବକଙ୍କୁ ନିଜ ଫାଶରେ ପକାଉଛନ୍ତି। ଯୁବକଙ୍କ ସହ ଅଶ୍ଳୀଳ ଚାଟ୍ କରିବା ପରେ ବ୍ଲାକ୍ମେଲ୍ କରି ଟଙ୍କାପଇସା ଲୁଟୁଛନ୍ତି। ଅନେକ ଲୋକଲଜ୍ୟା ଭୟରେ ଥାନାରେ…
ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍ସିଏଲ୍ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ କରିଛି। ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍ ଟାଇମ୍ (Over Time) ବଢ଼ାଇ…