Raja Parba: ଓଡ଼ିଆ ଅସ୍ମିତା, ନାରୀ ସମ୍ମାନ ଓ ସାଂସ୍କୃତିକ ଐତିହ୍ୟର ମହାପର୍ବ
ଓଡ଼ିଶାର ଗଣପର୍ବ ମଧ୍ୟରୁ ରଜ ପର୍ବ (Raja Parba) ଏକ ଅନନ୍ୟ ଓ ଲୋକପ୍ରିୟ ପର୍ବ ଭାବେ ପରିଚିତ। ପୃଥିବୀ ମାତାଙ୍କ ଋତୁସ୍ରାବ ଓ ସୃଜନଶୀଳ ଶକ୍ତିକୁ ସମ୍ମାନ ଜଣାଇ ପାଳନ
ଓଡ଼ିଶାର ଗଣପର୍ବ ମଧ୍ୟରୁ ରଜ ପର୍ବ (Raja Parba) ଏକ ଅନନ୍ୟ ଓ ଲୋକପ୍ରିୟ ପର୍ବ ଭାବେ ପରିଚିତ। ପୃଥିବୀ ମାତାଙ୍କ ଋତୁସ୍ରାବ ଓ ସୃଜନଶୀଳ ଶକ୍ତିକୁ ସମ୍ମାନ ଜଣାଇ ପାଳନ
ମହାବିଷୁବ ସଂକ୍ରାନ୍ତି, ଯାହାକୁ Odia New Year 2026 ବା ପଣା ସଂକ୍ରାନ୍ତି (Pana Sankranti) ଭାବରେ ମଧ୍ୟ ଜଣାଯାଏ, ଓଡ଼ିଶାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ପର୍ବମାନଙ୍କ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଏପ୍ରିଲ 14 ରେ ପାଳିତ ହେଉଥିବା
Ayodhya Ram Mandir: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଅଯୋଧ୍ୟା ସହରକୁ ସଜାଯାଇଛି। ବର୍ତ୍ତମାନଠାରୁ କିଛି ଘଣ୍ଟା ପରେ ରାମଲାଲା ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ। ଏହାପୂର୍ବରୁ ରାମଲାଲାଙ୍କ ମନ୍ଦିର ପାଇଁ ସାରା ବିଶ୍ୱରୁ ଉପହାର ଏବଂ ଦାନ ଆସୁଛି। ରାମ ଭକ୍ତମାନେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ରାମ ମନ୍ଦିର ପାଇଁ ଦାନ କରୁଛନ୍ତି। ନିକଟରେ ସୁରଟରୁ ଜଣେ ହୀରା ବ୍ୟବସାୟୀ ଦାନ କରିଥିବା ୧୦୧ କିଲୋଗ୍ରାମ ସୁନା ବିଷୟରେ ସୂଚନା ସାମ୍ନାକୁ ଆସିଛି।…
ପୁରୀ: Puri Srimandir ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଫାଟର ଅନୁଧ୍ୟାନ ପାଇଁ ଏଏସ୍ଆଇ ବିଶେଷଜ୍ଞ ଟିମ୍ ଆସି ପହଁଚିଛନ୍ତି। ଏଏସଆଇ ଟିମ୍ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାଟମଣ୍ଡପ ଓ ଜଗମୋହନର ସ୍ଥାୟୀ ସମାଧାନ ବାହାର କରାଯିବା ବୋଲି ଜଣାପଡ଼ିଛି। ଆଜି ଦିଲ୍ଲୀ ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ମୁଖ୍ୟ ଦପ୍ତରରୁ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଶେଷଜ୍ଞ କମିଟି ଶ୍ରୀମନ୍ଦିର ପରିଦର୍ଶନ କରୁଛନ୍ତି। ସୂଚନାଅନୁସାରେ ଏଏସ୍ଆଇ ଅତିରିକ୍ତ ଡିଜିଙ୍କ ତତ୍ତ୍ୱାବଧାନରେ ଏହି ଉଚ୍ଚସ୍ତରୀୟ…
ଆଠଗଡ: Dhabaleswar ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ଭକ୍ତ ଏବଂ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତାହରେ ୪ ଦିନ ସର୍ବସାଧାରଣ ଡଙ୍ଗାଯୋଗେ ନଦୀ ପାର୍ ହୋଇ ଠାକରଙ୍କୁ ଦର୍ଶନ ପାଇଁ ଯାଇପାରିବେ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ବାବା ଧବଳେଶ୍ୱରଙ୍କୁ (Dhabaleswar) ଦର୍ଶନ କରିପାରିବେ। ଆସନ୍ତା ସପ୍ତାହରୁ ଆବଶ୍ୟକ ଡଙ୍ଗାର ବ୍ୟବସ୍ଥା କରାଯିବ ଏବଂ ଶ୍ରଦ୍ଧାଳୁମାନେ ମଙ୍ଗଳବାରଠାରୁ…
ଭୁବନେଶ୍ଵର: Chandra Grahan 2022 Time ଆସନ୍ତା କାଲି ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀରେ ପଡୁଛି ଚନ୍ଦ୍ରଗ୍ରହଣ। ଶାସ୍ତ୍ର ଅନୁସାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗୁ ଥିବାରୁ ଏହା ଗ୍ରସ୍ତଦୋୟ ଚନ୍ଦ୍ରଗ୍ରହଣ ନାମରେ ନାମିତ। ଏବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବ। ଆସନ୍ତା କାଲି ଅପରାହ୍ନ ୨ଟା ୩୯ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଏବଂ ସଂଧ୍ୟା ୬ଟା ୧୯ ମିନିଟ୍ ୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଅପରାହ୍ଣ। କିନ୍ତୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ଣ ୩ଟା…
କଟକ: Dhabaleswar Temple Bridge ଆସନ୍ତା ପଞ୍ଚୁକ ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ ଧବଳେଶ୍ୱରଙ୍କୁ ଭର୍ଚୁଆଲ ମାଧ୍ୟମରେ ଦର୍ଶନ କରିପାରିବେ। ବଡ ଏଲଇଡ୍ ସ୍କ୍ରିନ୍ ମାଧ୍ୟମରେ ବାବାଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଆଜି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଧବଳେଶ୍ଵର ପୀଠକୁ ଯିବାକୁ ଝୁଲାପୋଲ (Dhabaleswar Temple Bridge) ଦୁର୍ବଳ ଥିବାରୁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା…
ପୁରୀ: Radha Pada Darshan ଆସନ୍ତାକାଲି ବୁଧବାର ପବିତ୍ର ଅଁଳା ନବମୀ। କରୋନା ମହାମାରୀର ଦୁଇବର୍ଷ ପରେ ଏଥର ଶ୍ରଦ୍ଧାଳୁ ରାଧାପାଦ ଦର୍ଶନ କରିପାରିବେ। ଏହି ଅବସରରେ ପୁରୀ (Puri) ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ପରିସରରେ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ରାଧାପାଦ…
ନୂଆଦିଲ୍ଲୀ: Surya Grahan 2022 Odisha ଆଜି କାର୍ତ୍ତିକ ଅମାବାସ୍ୟା। ଆଜି ସୂର୍ଯ୍ୟ ପରାଗ। ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ଏପ୍ରିଲ୍ ୩୦ରେ ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (Surya Grahan 2022) ଦେଖିବାକୁ ମିଳିଥିଲା। ଏପରି ପରିସ୍ଥିତିରେ, ଏହାର ପ୍ରଭାବ ରାଶି ଉପରେ ମଧ୍ୟ ଦେଖାଯାଇପାରେ। ଆସନ୍ତୁ ଆପଣଙ୍କୁ କହିବାକୁ ଗଲେ ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ। ସୂର୍ଯ୍ୟଗ୍ରହଣର ସମୟ ସୂର୍ଯ୍ୟଗ୍ରହଣ ଭାରତରେ ଅପରାହ୍ନ ୪.୧୨…
ଭୁବନେଶ୍ଵର: Solar Eclipse 2022 Odisha ଓଡ଼ିଶାରେ ଆସନ୍ତା କାଲି ସୋମବାର ଦୀପାବଳି (Diwali) ଅମାବାସ୍ୟା ପାଳନ କରାଯିବ। ସେହିପରି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତା କାଲି ଦୀପାବଳି ଅମାବାସ୍ୟା ନୀତି ପାଳନ କରାଯିବ। ଏଥିସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ, କାଉଁରିଆ କାଠିଜଳନ, କାଳୀପୂଜା ଓ ଦୀପଦାନ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୨୫ ଅକ୍ଟୋବର ମଙ୍ଗଳବାର ଦିନ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ (Solar Eclipse) ପଡୁଥିବାରୁ ଶ୍ରୀମନ୍ଦିରରେ ଆସନ୍ତାକାଲି ଏହି ନୀତି ପାଳିତ ହେବ। ଶ୍ରୀମନ୍ଦିର ସମ୍ମୁଖ…
ନୟାଗଡ: Nayagarh district Maninaga Pitha ନୟାଗଡ଼ ଜିଲ୍ଲା ରଣପୁର (Ranapur) ର ପ୍ରସିଦ୍ଧ ମା’ ମଣିନାଗ ପୀଠର (Nayagarh) ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କ ଦ୍ଵାରା ଆଜି ଗୁରୁବାର ଲୋକାର୍ପିତ ହୋଇଯାଇଛି। ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ…