Puri: ନାବାଳିକାଙ୍କୁ ଅପହରଣ କରି ୧ ଲକ୍ଷ ଟଙ୍କା ଦାବି, କେନିଆ ନାଗରିକ ଗିରଫ
ଅନଲାଇନ୍ କ୍ୟାରମ୍ ଗେମ୍ରେ ପରିଚୟ ପରେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ। ଜାଗମରାର ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଧରି ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ।
ଅନଲାଇନ୍ କ୍ୟାରମ୍ ଗେମ୍ରେ ପରିଚୟ ପରେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ। ଜାଗମରାର ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଧରି ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ।
କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ସୁନାବାହୀ ଖଣିଜ ଭଣ୍ଡାର ଚିହ୍ନଟ। ମୟୂରଭଞ୍ଜରେ ୨୦୨୬-୨୭ରେ ଖଣି ନିଲାମ ହେବ।
ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ମିଳେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନର ଦୁର୍ଲଭ ସୁଯୋଗ। ଏହି ଦିନ ରାଧାରାଣୀ ଓଡ଼ିଆଣୀ ବେଶରେ ଏବଂ ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦିଅନ୍ତି।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତା ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ଓଡ଼ିଶାରେ ୧୮ରୁ ବର୍ଷା ବଢ଼ିବା ସହ ଉପକୂଳ ଓ ଦକ୍ଷିଣ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିବା ଆଶଙ୍କା ରହିଛି।
ଗରିବ ପରିବାରଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରିବାକୁ ସରକାର ପ୍ରତିବଦ୍ଧ। ବଲାଙ୍ଗୀରରେ ପିଏମ୍ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟରେ ବସ୍ରେ ଯାତ୍ରା କରିବା ଏଣିକି ମହଙ୍ଗା ହେବ। ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ନୂଆ ଭଡ଼ା ଧାର୍ଯ୍ୟ ହୋଇଛି। ତେବେ ଟାଉନ୍ ବସ୍ଗୁଡ଼ିକୁ ଏହି ବୃଦ୍ଧିରୁ ବାଦ୍ ଦିଆଯାଇଛି।
ଓଡ଼ିଶା କ୍ୟାବିନେଟ୍ OCS ପରୀକ୍ଷାରେ ଅସୀମିତ ଚେଷ୍ଟା, PEO କ୍ୟାଡର୍ରେ ୩,୨୯୪ ପଦବୀ ଓ ନ୍ୟାୟିକ ସେବା ସଂସ୍କାରକୁ ମଞ୍ଜୁରୀ ଦେଇଛି।
ଭତ୍ତା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାର ସମସ୍ୟା ଦୂର କରିବାକୁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ। ବାଲେଶ୍ୱରରେ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ର ଶୁଭାରମ୍ଭ ସହ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି।
ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମଧୁବାବୁ ପେନ୍ସନ୍ ଯୋଜନାରେ ୫,୦୫,୮୧୭ ଜଣଙ୍କୁ ଭତ୍ତା ଦେବାକୁ ନିଷ୍ପତ୍ତି ହୋଇଛି।
କୋଟିଆରେ ଆନ୍ଧ୍ରପ୍ରଦେଶ ଟିମ୍ର ସୋଲାର ସାମଗ୍ରୀ ବଣ୍ଟନକୁ ନେଇ ବିବାଦ ତୀବ୍ର ହୋଇଛି। ଓଡ଼ିଶା ପୁଲିସ ଗାଡ଼ି ଅଟକାଇବା ପରେ ଆନ୍ଧ୍ର ପୁଲିସ ପହଞ୍ଚିବାରୁ ଉଭୟ ରାଜ୍ୟର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଫାଷ୍ଟଫୁଡ୍ ଦୋକାନରେ ଗ୍ରାହକଙ୍କ ଭିଡ଼ ପଛରେ ଥିଲା ନିଶା କାରବାରର ରହସ୍ୟ। ମୈତ୍ରୀବିହାର ଥାନା ପୁଲିସର ଚଢ଼ାଉରେ ୨୧ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଯୁବକ ଗିରଫ ହୋଇଛନ୍ତି।