କ୍ରିୟାଯୋଗ
ସାଧାରଣ ଅର୍ଥରେ ଯୋଗ କହିଲେ ଗୋଟିଏ ଜିନିଷ ସହିତ ଆଉ ଗୋଟିଏ ଜିନିଷ ର ମିଶ୍ରଣ । ସମଜାତୀୟ,ସମଭାବାପନ୍ନ,ସମମନ,ସମରକ୍ତ ,ସମପ୍ରକୃତି, ସମଶକ୍ତିର ମିଶ୍ରଣ କୁ ଯୋଗ କୁହାଯାଏ । ଯୋଗ ବହୁ ପ୍ରକାର ର ଯେମିତି କି, କର୍ମଯୋଗ,ଜ୍ଞାନଯୋଗ, ଭକ୍ତିଯୋଗ, ରାଜଯୋଗ ,କ୍ରିୟାଯୋଗ ଇତ୍ୟାଦି । ପ୍ରଥମେ କ୍ରିୟାଯୋଗ ବିଷୟରେ ଜାଣିବା । କ୍ରିୟଯୋଗ ହେଉଛି ପ୍ରାଣବାୟୁ ଓ ଅପାନ ବାୟୁ କୁ ନାସାରନ୍ଧ୍ର ମଧ୍ୟରେ ଗତି କରାଇ ଯୋଗ ସାଧନା କରିବା । ଆମ…
