mtimes odia

କରୋନା ସଂକ୍ରମଣ ପାଇଁ ଓଡ଼ିଶାରେ ବୋଲବମ ଯାତ୍ରା ଏବର୍ଷ ହେବନାହିଁ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଏ ବର୍ଷ  ଶ୍ରାବଣ ମାସ ବୋଲବମ୍ ଯାତ୍ରା ବନ୍ଦ ରହିବ।ଶୈବପୀଠରେ କରୁଥିବା ଜଳଲାଗି ଉପରେ କଟକଣା ଜାରି ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମ‌ାର ଜେନା ଏହି ଘୋଷଣା କରିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଧର୍ମପୀଠ ବନ୍ଦ…

Read More

ରବିବାର ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଜୁନ୍ ୨୧ ଅର୍ଥାତ ଆସନ୍ତା ରବିବାର  ହେଉଥିବା  ସୂର୍ଯ୍ୟ ପରାଗ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ସୂର୍ଯ୍ୟପରାଗ ସକାଳ ୯.୧୫ ରୁ ଆରମ୍ଭ ହୋଇ ଅପରାହ୍ନ  ୩.୪୦ ରେ ଶେଷ ହେବ।ଏହା ସମଗ୍ର ଭାରତରେ ଖଣ୍ଡାଗ୍ରାସରେ ଦେଖାଯିବ। ସୂର୍ଯ୍ୟ ପରାଗ  ଉପରେ ସାରା ଭାରତର ନଜର ରହିଛି। ଦୀର୍ଘ ୬  ଘଣ୍ଟା ଧରି କ୍ରମାଗତ ଏହି ପରାଗ ଦେଖାଯିବା ସହିତ  କେତେକ ସ୍ଥାନରେ ସନ୍ଧ୍ୟା ଭଳି ଦୃଶ୍ୟ ଦେଖାଯିବ। ବୈଜ୍ଞାନିକ ଙ୍କ  ଅନୁଯାୟୀ,ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଏକ…

Read More

ହନୁମାନ ଙ୍କ ପୂଜା କଲେ କଣ କଣ ମିଳି ଥାଏ …

ମଙ୍ଗଳବାର ହେଉଛି ଭଗବାନ ହନୁମାନ ଙ୍କ ଅତି ପ୍ରିୟବାର । ନାରାୟଣ  ଙ୍କ ଅବତାର ଶ୍ରୀ ରାମଙ୍କର ଜଣେ ପ୍ରିୟ ଭକ୍ତ। ହନୁମାନ ଜୀ ନିଜେ ମହାଦେବ ଶିବ ଙ୍କର ଏକାଦଶ ରୁଦ୍ରାବତାର । ହନୁମାନ ତାଙ୍କର ସମସ୍ତ ଅବତାରରେ ସବୁଠାରୁ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ବୋଲି ବିବେଚନା କରାଯାଏ ।  ସେ ଭଗବାନ ଶ୍ରୀ ରାମଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ଜନ୍ମ ହୋଇଥିଲେ। ରାମାୟଣରେ, ତାଙ୍କର ଶକ୍ତି ଏବଂ ବୁଦ୍ଧି ଯୋଗୁଁ ସେ…

Read More