Home » ଜାତୀୟ » Page 24
bhagalpur

Bhagalpur: ଭାଗଲପୁରରେ ୧୦୦ରୁ ଅଧିକ କୃଷକ, ଶ୍ରମିକ ନେଇ ଯାଉଥିବା ଡଙ୍ଗା ଗଙ୍ଗାରେ ବୁଡ଼ିଲା; ୫ ମୃତ, ଉଦ୍ଧାର ଜାରୀ

ଭାଗଲପୁର: ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଭାଗଲପୁର (Bhagalpur) ରେ ଗଙ୍ଗା ନଦୀରେ ଡଙ୍ଗାବୁଡ଼ିରେ ବହୁ ସଂଖ୍ୟକ ଲୋକ ବୁଡ଼ି ଯାଇଥିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ୧୫ ରୁ ଅଧିକ ଲୋକ ନିଖୋଜ ହେବାର ଆଶଙ୍କା ରହିଛି। ମିଡିଆ ରିପୋର୍ଟ ଅନୁଯାୟୀ ୫ ଟି ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଡଙ୍ଗାଚାଳକମାନଙ୍କ ସହାୟତାରେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ସୂଚନାନୁସାରେ, ଶ୍ରମିକମାନେ ଗୋପାଳପୁର ବ୍ଲକର ସିମ୍ପାଦ ଧର ନିକଟ କରାରି ଟିଣ୍ଟଙ୍ଗା…

Read More
ngt

NGT: ପ୍ରଦୂଷଣକୁ ନେଇ ୧୮ଟି ରାଜ୍ୟକୁ NGT ର ନୋଟିସ

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୂଷଣ ମାମଲାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନଜିଟି (National Green Tribunal-NGT) ମଧ୍ୟ କଡାକଡି ହୋଇଛି। ଏନଜିଟି ୧୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବାଣ ଜଳିବା କାରଣରୁ ପ୍ରଦୂଷଣ ମାମଲାର ଶୁଣାଣି ପରିସରକୁ ବୃଦ୍ଧି କରିଛି। ବାଣ ଜଳିବା ଦ୍ୱାରା ପ୍ରଦୂଷଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ଏଗୁଡ଼ିକ ହେଉଛି ସେଇ ରାଜ୍ୟ ଯେଉଁଠାରେ ବାୟୁ ଗୁଣବତ୍ତା ଖରାପ ଅଛି। ପ୍ରଦୂଷଣ ମାମଲାର ଶୁଣାଣି…

Read More
9-dead-two-seriously-injured-in-fire-in-a-textile-warehouse-in-Ahmedabad

Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

▶ ଗୋଦାମ ନିକଟରେ ଥିବା ବଏଲରରେ ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିଲା ▶ ରାସାୟନିକ ୟୁନିଟରେ ବିସ୍ଫୋରଣ ପରେ ଗୋଦାମ ଘର ଭୁଶୁଡି ପଡିଛି ଅହମ୍ମଦାବାଦ: ବୁଧବାର ଅହମ୍ମଦାବାଦ (Ahmedabad) ର ଏକ ରାସାୟନିକ କାରଖାନାରେ ନିଆଁ ଓ ବିସ୍ଫୋରଣ ପରେ ନିକଟସ୍ଥ ଟେକ୍ସଟାଇଲ ଗୋଦାମର (Textile Godown) ଛାତ ଭୁଶୁଡି ପଡିଛି। ନିଆଁ ଗୋଦାମରେ ବ୍ୟାପି ଯାଇଥିଲା, ସେତେବେଳେ ସେଠାରେ ୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।…

Read More

MP Borewell: ମଧ୍ୟପ୍ରଦେଶର ଗଭୀର ବୋରୱେଲରେ ତିନି ବର୍ଷର ଶିଶୁ ପଡିଯାଇଛି, ଉଦ୍ଧାର କାର୍ଯ୍ୟ ଜାରୀ

ମଧ୍ୟପ୍ରଦେଶ: ବୁଧବାର ମଧ୍ୟପ୍ରଦେଶ (Madhya Pradesh) ର ନିୱାଡି ଜିଲ୍ଲାର ଏକ କ୍ଷେତରେ ଖୋଳା ଯାଇଥିବା ୨୦୦ ଫୁଟର ଗଭୀର ବୋରୱେଲରେ ଜଣେ ପାଞ୍ଚ ବର୍ଷର ବାଳକ ଖସି ପଡିଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସାହାଯ୍ୟ କରିବାକୁ ସେନାକୁ ଡକାଯାଇଛି। ସକାଳେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୬ କିଲୋମିଟର ଦୂରରେ ଥିବା ବାରହାବୁଜର୍ଗ ଗ୍ରାମରେ ଏହି ଘଟଣା ଘଟିଛି। ହରିକିଶାନ କୁଶୱା ନିୱାରୀ ଜିଲ୍ଲାର ବାରହୋ ବୁଜର୍ଗ ଗ୍ରାମରେ ଥିବା ତାଙ୍କ ଫାର୍ମରେ ଏକ…

Read More
faraaz khan

Faraaz Khan: ‘ଫରେବ’ ଏବଂ ‘ମେହେନ୍ଦି’ ଚଳଚ୍ଚିତ୍ରର ଅଭିନେତା ଫାରାଜ ଖାନଙ୍କ ପରଲୋକ

୯୦ ଦଶକରେ ‘ଫରେବ’ ଏବଂ ‘ମେହେନ୍ଦୀ’ ଭଳି ଚଳଚ୍ଚିତ୍ରରେ ଅଭିନେତା ଫାରାଜ ଖାନ (Faraaz Khan) ଙ୍କର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତାଙ୍କ ମସ୍ତିଷ୍କରେ ସଂକ୍ରମଣ ହୋଇଥିଲା। ସେ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଦୀର୍ଘ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ବୁଧବାର ଦିନ ଫରାଜ ଜୀବନ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରିଛନ୍ତି।…

Read More

Arnab Goswami: ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସର ଗିରଫ

ମୁମ୍ବାଇ: ପୁରୁଣା ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି (Republic TV) ର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ଜଣେ ଇଣ୍ଟେରିୟର ଡିଜାଇନର୍ ଏବଂ ତାଙ୍କ ମା’ଙ୍କ  ୨୦୧୮ ଆତ୍ମହତ୍ୟା ଘଟଣାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ସିଆଇଡି ଗିରଫ କରିଛି। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ…

Read More
rupees

Loan: ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନାର ସମୟସୀମା ଆଉ ଏକ ମାସ ବଢାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ECLGS) ର ମିଆଦକୁ ଆଉଏକ ମାସ ପାଇଁ ବଢାଇ ଦେଇଛନ୍ତି। ଏହା ଚଳିତ ନଭେମ୍ବର ମାସ ୩୦ ତାରିଖ ଯାଏଁ କିମ୍ବା ଏହି ଯୋଜନାରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏ କ୍ଷେତ୍ରରେ ପରିବର୍ଦ୍ଧିତ ସମୟର ମିଆଦ ଓ ଋଣ ମଞ୍ଜୁରି ମଧ୍ୟରୁ ଯେଉଁଟି ଆଗ ହେବ ତାହାକୁ ଗ୍ରହଣ କରାଯିବ। ପ୍ରଚଳିତ ପାର୍ବଣ ଋତୁରେ…

Read More
ashokgehlot

Rajasthan: ରାଜସ୍ଥାନରେ ବାଣ ବିକ୍ରୟ କଲେ ୧୦ ହଜାର ଏବଂ ଫୁଟାଇଲେ ୨ ହଜାର ଟଙ୍କା ଜୋରିମାନା, ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ

ଜୟପୁର: ଦେଶରେ ପ୍ରଥମ ରାଜ୍ୟ ଭାବରେ ରାଜସ୍ଥାନ (Rajasthan) ରେ ବାଣ ବିକ୍ରୟ ପାଇଁ ୧୦ ହଜାର ଜରିମାନା ଏବଂ ଫୁଟାଇବା ଉପରେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। କରୋନା (Corona Virus) ବୃଦ୍ଧିର କାରଣରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନର ଅଶୋକ ଗେହଲୋଟ୍(Ashok Gehlot) ସରକାର ଦୀପାବଳି ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଯେ ରାଜ୍ୟରେ ବାଣ ବିକ୍ରୟ ଏବଂ ଫୁଟାଇବେ ସେମାନଙ୍କ ଉପରେ ରାଜ୍ୟ ସରକାର ଜୋରିମାନା…

Read More
bank

Banking New Rule: କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଟଙ୍କା ଜମା ଓ ଉଠାଣ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ (Service Charge) ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ (Ministry  Of Finance) ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି। ଜନଧନ ଆକାଉଣ୍ଟ ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (BSBD) କ୍ଷେତ୍ରରେ କୌଣସି ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ। ଏହି ୬୦.୦୪ କୋଟି ବିଏସ୍‌ବିଡି ଆକାଉଣ୍ଟ ମଧ୍ୟରେ…

Read More
pac odisha

Odisha: ସୁଶାସନ ଏବଂ ସୁପରିଚାଳିତ ରାଜ୍ୟ ତାଲିକାରେ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ

ନୂଆଦିଲ୍ଲୀ: ପବ୍ଲିକ୍ ଆଫେୟାର୍ସ ଇଣ୍ଡେକ୍ସ (PAI) -୨୦୨୦ ଜନସମ୍ପର୍କ କେନ୍ଦ୍ର (PAC) ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ କେରଳ (Kerela) ଦେଶର ସବୁଠାରୁ ସୁପରିଚାଳିତ ରାଜ୍ୟ ହୋଇଥିବାବେଳେ ଉତ୍ତରପ୍ରଦେଶ ବଡ ରାଜ୍ୟ ତାଲିକାର ତଳେ ରହିଛି। ଏଥିସହିତ ଓଡ଼ିଶା ମାଇନସ୍ ପଏଣ୍ଟ ସହ ଶେଷଆଡୁ ୩ୟ ସ୍ଥାନରେ ଅଛି। ଏହା ବେଙ୍ଗାଲୁରୁରୁ ପରିଚାଳିତ ଅଣ-ଲାଭ ସଂଗଠନ ଶୁକ୍ରବାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ସଂଗଠନର ସଭାପତି ହେଉଛନ୍ତି ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର…

Read More
lahore-posters

Lahore News: ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅଭିନନ୍ଦନଙ୍କ ପୋଷ୍ଟର ଲାହୋର ସହରରେ ଛାଇଯାଇଛି

ଲାହୋର: ପାକିସ୍ଥାନର ଲାହୋର (Lahore) ସହରରେ ଗଳିକନ୍ଦି ସବୁଠି ପ୍ରଧାନମନ୍ତ୍ରୀ ମୋଦୀ (PM Modi) ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନ (Abhinandan) ଙ୍କ ପୋଷ୍ଟର ଲଗାଯାଇଛି। ପାକିସ୍ତାନୀ ସେନା ଏବଂ ସରକାରକୁ ଉନ୍ମୋଚନ କରିଥିବା ନୱାଜ ସରିଫ ଦଳର ସାଂସଦ ଆୟାଜ ସାଦିକ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଆକ୍ରମଣ କରିଛନ୍ତି। ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଖେଳ ଆରମ୍ଭ ହୋଇଛି। ତାଙ୍କର ପୋଷ୍ଟରଗୁଡ଼ିକ ଅଭିନନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରଖାଯାଇଛି।…

Read More