mtimes odia
Home » VIDEOS » Page 2
bruj khalifa laxmi bomb

Watch Laxmmi Bomb: ମୁକ୍ତିଲାଭ କଲା ‘ଲକ୍ଷ୍ମୀ ବମ୍’ର ପ୍ରଥମ ଗୀତ ‘Burj Khalifa’, ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: ଆଜି ଅକ୍ଷୟ କୁମାର (Akshya Kumar)ଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’ (Laxmmi Bomb)ର ପ୍ରଥମ ଗୀତ ‘ବୁର୍ଜ ଖଲିଫା’ (Burj Khalifa) ରିଲିଜ ହୋଇଛି। ବୁର୍ଜ ଖଲିଫାର ଟିଜର (Teaser)କୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି – ‘ବର୍ଷର ସବୁଠୁ ବଡ ଡ୍ୟାନ୍ସ ଟ୍ରାକ’। ଏଇ ସଙ୍ଗୀତଟି ଶଶି ଡିଜେ ଖୁସୀ ( Shashi-Dj Khushi)ଏବଂ ନିକିତା ଗାନ୍ଧୀ (Nikhita Gandhi)ଏକାଠି ଗାଇଛନ୍ତି। ଏହା ସହିତ ଶଶି ମଧ୍ୟ ଏହି…

Read More

Watch: ୟୁପି STF ବଲିଆ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂଙ୍କୁ ଗିରଫ

ଉତରପ୍ରଦେଶ: ବଲିଆ ଗୁଳିକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଧିରେନ୍ଦ୍ର ସିଂ (Dhirendra Singh)ଙ୍କୁ ଆଜି ରବିବାର ଲକ୍ଷ୍ନୌ ଜାନେସର ପାର୍କ ନିକଟରେ ୟୁପି ଏସଟିଏଫ (Special Task Force) ଗିରଫ କରିଛି। କୋଟା ଆବଣ୍ଟନ ସମୟରେ ଧିରେନ୍ଦ୍ର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ ଶନିବାର ଦିନ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଧିରେନ୍ଦ୍ରଙ୍କ ସପକ୍ଷରେ ବିବୃତ୍ତି ଦେଇଥିବାରୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂଙ୍କୁ ଲକ୍ଷ୍ନୌ କୁ ବଦଳି କରାଯାଇଛି। Dhirendra…

Read More
tanishq

Watch: Tanishq ସୋସିଆଲ ମିଡିଆରେ ବିରୋଧ ପରେ ନିଜର ବିଜ୍ଞାପନ ପ୍ରତ୍ୟାହାର କଲା, ଏଥିରେ ଥିଲା କଣ ?

ମୁମ୍ବାଇ: ଜୁଏଲାରୀ ବ୍ରାଣ୍ଡ ତନିଷ୍କ (Tanishq) ମଙ୍ଗଳବାର ଦିନ ଦୁଇଟି ଭିନ୍ନ ଧର୍ମର ଲୋକଙ୍କ ପରିବାରକୁ ନେଇ ଏହାର ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ସୋସିଆଲ ମିଡିଆ (Social Media) ରେ ହୋଇଥିବା ବିରୋଧ ପରେ ତନିଷ୍କ ନିଜ ବିଜ୍ଞାପନ ପ୍ରତ୍ୟାହାର କରି ନେଇଥିଲେ ଯେଉଁଥିରେ କିଛି ଲୋକ ତାଙ୍କୁ ‘ପ୍ରେମ ଜିହାଦ୍’ ଏବଂ ‘ନକଲି ଧର୍ମନିରପେକ୍ଷତା’ ପ୍ରଚାର କରୁଥିବା ଅଭିଯୋଗ କରିଥିଲେ। ତନିଷ୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଅଜାଣତରେ ଭାବନାକୁ ଆଘାତ ଦେଇ ସେ ଦୁଃଖିତ।…

Read More
mirzapur 2

Mirzapur 2 : ୟୁଟ୍ୟୁବରେ ଆମାଜନ ପ୍ରାଇମ ଭିଡିଓର ‘ମିର୍ଜାପୁର ୨’ର ଧମାକା

ନୂଆଦିଲ୍ଲୀ : ଆମାଜନ ପ୍ରାଇମ ଭିଡିଓ (Amazon Prime Video)ର ଆଗାମୀ ୱେବ୍ ସିରିଜ୍ (Web Series) ମିର୍ଜାପୁର ୨ ରିଲିଜ୍ ପୂର୍ବରୁ, ନିଜର ପ୍ରଶଂସକଙ୍କୁ ଆକର୍ଷିତ କରିବା ପାଇଁ ଟିଜର ଏବଂ ପୋଷ୍ଟରଗୁଡିକ କ୍ରମାଗତ ଭାବରେ ରିଲିଜ୍ ହେଉଛି। ୱେବ୍ ସିରିଜର ଟ୍ରେଲର ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ସମସ୍ତ ଭିଡିଓ ୟୁଟ୍ୟୁବ୍ ଇଣ୍ଡିଆରେ ଧମାକା କରୁଛନ୍ତି ଓ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି।   TO JOIN AMAZON…

Read More

ଚେନ୍ନାଇ: ଥାୟାଗରାୟ ନଗର ଅଞ୍ଚଳରେ କ୍ରିକେଟ୍ ଖେଳିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଛନ୍ତି

ତାମିଲନାଡୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ୍ ଅନୁଯାୟୀ ରାଜ୍ୟରେ ସମୁଦାୟ ୪ ଲକ୍ଷ ୫୭ ହଜାର ୬୯୭ (COVID19) ମାମଲା ରହିଛି, ଯେଉଁଥିରେ ୫୧ ହଜାର ୫୮୩ ସକ୍ରିୟ ମାମଲା ଏବଂ ୭ ହଜାର ୭୪୮ ଜଣଙ୍କ ମୃତ୍ୟୁ ଘଟିଛି। ( Source : ANI ) https://odia.mtimes.co.in/wp-content/uploads/2020/09/CHENNAI_VP8-1.webm

Read More