Russia Ukraine War Live Updates: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ରାଜଧାନୀ କିବ୍ ରୁ ପଳାୟନ: ରୁଷ ମିଡ଼ିଆ
ନୂଆଦିଲ୍ଲୀ:Russia Ukraine War Live Updates ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୃତୀୟ ଦିନ ପାଇଁ ଜାରି ରହିଛି। ଏହି ଯୁଦ୍ଧକୁ ନେଇ ଉଭୟ ଦେଶ ବଡ଼ ଦାବି କରୁଛନ୍ତି। ଏହି ସମୟରେ ରୁଷ ଗଣମାଧ୍ୟମ ପକ୍ଷରୁ ଏଭଳି ଦାବି କରାଯାଇଛି ଯାହା ଅତ୍ୟନ୍ତ ଚକିତକର ବିଷୟ। ରୁଷ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ରାଜଧାନୀ କିବରୁ ପଳାୟନ କରିଛନ୍ତି। ଏଥି ସହିତ ରୁଷ ସମ୍ବାଦ ଏଜେନ୍ସି କହିଛି…
