ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ଵର: ପୂର୍ବତନ ଆୟୁଷ ନିର୍ଦେଶକ ଓଏଏସ୍ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ  ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ପୂର୍ବରୁ ତାଙ୍କୁ ଆୟୁଷ ନିର୍ଦ୍ଦେଶକ ପଦରୁ ନିଲମ୍ବିତ କରାଯାଇଥଲା। ସୂଚନାଯୋଗ୍ୟ, ଓଏଏସ୍ ବିଭୁପ୍ରସାଦ ନିଜ ଅଫିସ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବୋଲି ଅଭିଯୋଗ ଆସିବା ପରେ ମହିଳା ଥାନାରୋ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ସହକର୍ମୀଙ୍କୁ ନିର୍ଯାତନା ଦେବା ପ୍ରମାଣ ପାଇବା ପରେ ରାଜ୍ୟ ସରକାର…

Read More

ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ

କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ  ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ।  ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ…

Read More

ଏଥର ବର୍ଷେ ଚାକିରି କଲେ କର୍ମଚାରୀମାନଙ୍କୁ ମିଳିବ ଗ୍ରାଚ୍ୟୁଇଟି,ଆସୁଛି ନୂଆ ନିୟମ

ଭୁବନେଶ୍ଵର: ନିୟୋଜିତ କର୍ମଚାରୀମାନଙ୍କୁ ଖୁସି ଖବର ମିଳିବ ଖୁବ ନିକଟରେ, ଆଗାମୀ ଦିନରେ ସରକାର କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ନିୟମ ରେ ବଡ଼ ପରିବର୍ତ୍ତନ କରିବାପାଇଁ ଯାଉଛନ୍ତି। ସଂସଦର ସ୍ଥାୟୀ କମିଟି ଗ୍ରାଚ୍ୟୁଇଟି ପାଇଁ  ଚାକିରିକାଳ ୫ ବର୍ଷ ପରିବର୍ତ୍ତେ ୧ ବର୍ଷ ଅବଧି ସ୍ଥିର କରିବାକୁ ପରାମର୍ଶ ଦେଇଛି। ବର୍ତ୍ତମାନ ନିୟମାନୁସାରେ ଜ​‌ଣେ କର୍ମଚାରୀଙ୍କୁ  ଗ୍ରାଚ୍ୟୁଇଟି ପାଇବାକୁ ହେଲେ ଅତିକମ୍‌ରେ ୫ବର୍ଷରୁ ଅଧିକ ସମୟ କ୍ରମାଗତ ଭାବେ ଗୋଟିଏ ସଂସ୍ଥାରେ  ଚାକିରି କରିଥିବା ଆବଶ୍ୟକ। ଅବଶ୍ୟ, ଜଣେ…

Read More

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ହୃଦଘାତର ମୃତ୍ୟୁ,ସନ୍ଧ୍ୟାରେ ଟିଭି ଡିବେଟରେ ଭାଗ ନେଇଥିଲେ

ନୂଆଦିଲ୍ଲୀ : ଆଜି ବୁଧବାର ସନ୍ଧ୍ୟାରେ କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ  ହୃଦଘାତରେ ମୃତ୍ୟୁ ଘଟିଛି। ରାଜୀବ ତ୍ୟାଗୀ ସନ୍ଧ୍ୟା ପାଞ୍ଚଟା ବେଳେ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ବିତର୍କରେ ବସିଥିଲେ, ଯଦିଓ ସେ ସେତେବେଳେ ସାମାନ୍ୟ ବିଚଳିତ ଅନୁଭବ କରିଥିଲେ କିନ୍ତୁ ସୁସ୍ଥ ଥିଲେ। ହୃଦଘାତ ପରେ ତାଙ୍କୁ  ଯଶୋଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସୂଚନା ପାଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସମବେଦନା…

Read More

#Binod : ଏସବିଆଇ,ପେଟିଏମ୍ ଭଳି କମ୍ପାନୀ ମଧ୍ୟ ବିନୋଦଙ୍କୁ ପସନ୍ଦ କରନ୍ତି; କିଏ ଏହି ବିନୋଦ!

ନୂଆଦିଲ୍ଲୀ :ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ‘ବିନୋଦ'(Binod) ଖୁବ୍ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ଲୋକମାନେ ଲଗାତାର ଟୁଇଟ୍ କରି ଏହାକୁ ପୋଷ୍ଟ କରୁଛନ୍ତି।  ବହୁତ ଟ୍ରେଣ୍ଡୀ ହୋଇଥିଲେ ମଧ୍ୟ ବିନୋଦ କିଏ ଏବଂ ଏହା କାହିଁକି ଟ୍ରେଣ୍ଡ ହେଉଛି ତାହା ଅଧିକାଂଶ ଲୋକ ଜାଣନ୍ତି ନାହିଁ।   ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ମଧ୍ୟ ବ୍ୟାଙ୍କ ଅପରେସନ ସମୟରେ ଲୋକଙ୍କୁ ଅନଲାଇନ୍ ସୁରକ୍ଷା ବିଷୟରେ ଅବଗତ କରାଇବା…

Read More

ମିଛ କେସରେ ଇସ୍ରୋ ବୈଜ୍ଞାନିକଙ୍କୁ ଜେଲ ଏବଂ କ୍ୟାରିଅର ନଷ୍ଟ ; ୧.୩୦ କୋଟି କ୍ଷତିପୂରଣ ମିଳିବ

ନୂଆଦିଲ୍ଲୀ: ନ୍ୟାୟ ଟିକେ ପାଇବା  ପାଇଁ ଦୀର୍ଘ ୨୬ ବର୍ଷ ଧରି ଲଢ଼େଇ କରିଥିବା  ଶେଷରେ ଜଣେ ଇସ୍ରୋ ବୈଜ୍ଞାନିକଙ୍କୁ ସଫଳତା ମିଳିଛି। ମଙ୍ଗଳବାର ଦିନ କେରଳ ସରକାର ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO)ର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ୨୬ ବର୍ଷର ପୁରୁଣା ଗୁପ୍ତଚର ମାମଲାର ସମାଧାନ ପାଇଁ ୧.୩୦ କୋଟି ଟଙ୍କା ଅତିରିକ୍ତ କ୍ଷତିପୂରଣ ପ୍ରଦାନ କରିଛନ୍ତି। ଯେଉଁଥିରେ ସେ ରାଜ୍ୟ ପୋଲିସର ମିଛ କେସ   ଦ୍ୱାରା ସମ୍ପୃକ୍ତ ଥିଲେ। ନାମ୍ବି ନାରାୟଣମଙ୍କୁ…

Read More
CHSE

+୨ବିଜ୍ଞାନ ଫଳ ପ୍ରକାଶିତ ,୭୦.୨୧ % ଛାତ୍ରଛାତ୍ରୀ ପାସ

ଭୁବନେଶ୍ଵର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ( CHSE)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷ ଫଳ ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ସୂଚନା ଦେଇଛନ୍ତି। ମୋଟ ୯୭,୩୭୭ ଜଣ ପିଲା ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୮,୩୭୪ ଜଣ ପିଲା ପାସ କରିଛନ୍ତି। ଚଳିତ ବର୍ଷ ୭୦.୨୧ ଶତକଡା ଛାତ୍ରଛାତ୍ରୀ ପାସ କରିଛନ୍ତି। ଗତ ବର୍ଷ ପାସ ହାର ୭୨ ପ୍ରତିଶତ ଥିଲା। ଚଳିତ ବର୍ଷ +୨…

Read More

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୮୭୨୨.୩୮କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ;୧୦୬ ଟି ତାଲିମ ପ୍ରଦାନକାରୀ ବିମାନ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ :ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ୮,୭୨୨ କୋଟି ୩୮ ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଅନୁମୋଦନ କରିଛି। ଏଥିରେ ବାୟୁସେନା ୧୦୬ଟି ମୌଳିକ ତାଲିମ ପ୍ରଦାନକାରୀ…

Read More

ବେଙ୍ଗାଲୁରୁରେ ସୋସିଆଲ ମିଡିଆ ପୋଷ୍ଟରୁ ହିଂସା, ଦୁଇଜଣଙ୍କର ମୃତ୍ୟୁ; ଦୁଇଟି ପୋଲିସ ଷ୍ଟେସନ ଅଞ୍ଚଳରେ କର୍ଫ୍ୟୁ

ବାଙ୍ଗାଲୋର : ସୋସିଆଲ ମିଡିଆର ଏକ  ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହିଂସା ଦେଖାଦେଇଛି। ହିଂସାରେ ଅତିରିକ୍ତ ପୋଲିସ କମିଶନରଙ୍କ ସମେତ ପ୍ରାୟ ୬୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଫାୟାରିଂ କରିବାକୁ ପଡ଼ିଲା, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଜଣେ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହଠାତ୍ ହିଂସାରେ ୬୦ ଜଣ ପୋଲିସ…

Read More

ଆଜି ଦିନ ୧୨.୩୦ ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷ‌ା ଫଳ

ଭୁବନେଶ୍ଵର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ଦ୍ଵାରା ପରିଚାଳିତ +୨ ବିଜ୍ଞାନ ପରୀକ୍ଷା ଫଳ ଆଜି ଦିନ ୧୨.୩୦ ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପ୍ରକାଶ କରାଯିବ। ପରେ ୱେବସାଇଟ୍ ଉପଲବ୍ଧ ହେବ।   ପରୀକ୍ଷାର୍ଥୀ www.orissaresults.nic.in ୱେବ୍‌ସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ବିଷୟରେ ଜାଣିପାରି‌ବେ। ଏଥିସହିତ କଲେଜଗୁଡ଼ିକୁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପଠାଇ ଦିଆଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Read More
train cancelled

ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ବ୍ୟବସ୍ଥା ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ

ନୂଆଦିଲ୍ଲୀ : ସମସ୍ତଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି ଯେ ପୂର୍ବଭଳି ଦେଶର ସବୁ ନିୟମିତ ପାସେଞ୍ଜର ଓ ସହରତଳି ଟ୍ରେନ ସେବା ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଦେଶରେ ଏବେ ଯେଉଁ ୨୩୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି ସେ ସେବା ପୂର୍ବଭଳି ଚାଲିବ। ମୁମ୍ବାଇରେ ଲୋକାଲ ଟ୍ରେନ କେବଳ କେତେକ ସ୍ଥାନରେ ସୀମିତଭାବେ ରାଜ୍ୟ ସରକାରଙ୍କ ରିକ୍ୟୁଜିସନ ଅନୁସାରେ ଚାଲିଛି। ତାହା ଅବ୍ୟାହତ ରହିବ। ଏହା ବାହାରେ ଅନ୍ୟ କୌଣସି ସହରତଳି ଟ୍ରେନ ଚଳାଚଳ…

Read More