ଓଡ଼ିଶାରେ ଆସନ୍ତା ତିନିଦିନ ପ୍ରବଳ ବର୍ଷା

ଭୁବନେଶ୍ଵର : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼ ଜିଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ସୋମବାର ଦିନ କଳାହାଣ୍ଡି, କେନ୍ଦୁଝର,କନ୍ଧମାଳ,ବଲାଙ୍ଗୀର,ଅନୁଗୋଳ,ରାୟଗଡ଼ା, ବୌଦ୍ଧ, ସୋନପୁରଓ ସମ୍ବଲପୁର ଜିଲାରେ ବର୍ଷା ହେବାର ସମ୍ଭାବନା ଅଛି। କେତେକ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଆସନ୍ତା  ତିନିଦିନ ପାଇଁ  ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। କିଛି…

Read More

ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ,ଜୟାଓ ଐଶ୍ୱର୍ଯ୍ୟା ଙ୍କ ରିପୋର୍ଟ ନେଗେଟିଭ

ମୁମ୍ବାଇ : ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି।ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଉଭୟଙ୍କର ସାମାନ୍ୟ ସଂକ୍ରମଣ ଅଛି। ଆଣ୍ଟିଜେନ୍ ପରୀକ୍ଷା ଦ୍ଵାରା ଉଭୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ସେମାନଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୟା ବଚ୍ଚନ,ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ନେଗେଟିଭ ହେବାର ଖବର ପାଇବା…

Read More

ତାଳଚେର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ସାତ ଦିନ ସଟ୍ ଡାଉନ

ଅନୁଗୋଳ:(ମହିମାଲାଇଭ) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ  ଜଗନ୍ନାଥପୁର ଗ୍ରାମ ପଂଚାୟତକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ଜୁଲାଇ ୧୧ ତାରିଖ ଶନିବାର ଦିନ ଉକ୍ତ ପଞ୍ଚାୟତ ରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଏପରି ନିଷ୍ପତି ଏହାର ସରପଞ୍ଚ  ନରେନ୍ଦ୍ର ନାହାକ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଜୁଲାଇ ୧୨ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଗ୍ରାମ ପଂଚାୟତର ପ୍ରମୁଖ…

Read More

ଅନୁଗୋଳ ରୁ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ;ହଟସ୍ପଟ ଜିଲ୍ଲାରୁ ଅନୁଗୋଳ ମନା

ଅନୁଗୋଳ:ଅନୁଗୋଳ ଜିଲାରୁ ଆଜି ଏକ ସମୟରେ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୭ ଜଣ ଓ ଅନୁଗୋଳ ବ୍ଲକ ଅଂଚଳରୁ ୩ ଜଣ କରୋନା ପଜିଟିଭ ଅଛନ୍ତି। ତାଳଚେର ବ୍ଲକ ଅଂଚଳରୁ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଟନ୍ତି। ଏହି ୪ଜଣ ପୁରୁଷଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଫେରନ୍ତା ଯାହାଙ୍କର ବୟସ ୨୧ ଓ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇଜଣ…

Read More

ଢେଙ୍କାନାଳ କୁ ୮ ଜିଲ୍ଲା ଲୋକଙ୍କୁ ପ୍ରବେଶ ନିଷେଧ

ଢେଙ୍କାନାଳ:(ମହିମାଲାଇଭ) ଅନ୍ୟ ଜିଲ୍ଲା ଗୁଡିକରେ କରୋନା ସଂକ୍ରମିତ ଙ୍କ  ସଂଖ୍ୟା ବଢ଼ି ଚାଲିଥିବା କୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନ  ୮ଟି ଜିଲ୍ଲାର ଲୋକଙ୍କୁ ନିଜ ଜିଲ୍ଲାକୁ ପ୍ରବେଶ ନିଷେଧ କରିଛି। ଢେଙ୍କାନାଳ ଜିଲ୍ଲା କୁ ପ୍ରବେଶ ନିଷେଧ ଥିବା ଜିଲ୍ଲାଗୁଡ଼ିକ ହେଉଛନ୍ତି  ଅନଗୁଳ, ଗଞ୍ଜାମ,କଟକ,ଖୋର୍ଦ୍ଧା,ଯାଜପୁର,ଗଜପତି,ବାଲେଶ୍ଵର ଓ ସୁନ୍ଦରଗଡ଼। ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି ବୋଲି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି।…

Read More

‘ଧନ୍ଵନ୍ତରୀ ରଥ’ ଅଣ- କୋଭିଡ଼-୧୯ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏକ ମୋବାଇଲ୍ ଭ୍ୟାନ୍…

କୋଭିଡ଼-୧୯ ମହାମାରୀ ସମୟରେ, କୋଭିଡ଼ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯାଉଥିବାବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅଣ- କୋଭିଡ଼ ଅତ୍ୟାବଶ୍ୟକ ସେବା ପ୍ରତି ସମାନ ଧ୍ୟାନ ଦିଆଯାଉଛି। କରୋନା ଭାଇରସ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଅନ୍ୟତମ ରାଜ୍ୟ ଗୁଜୁରାଟ ଏହା ବିରୋଧରେ କଡ଼ା ମୁକାବିଲା କରିଛି। ଅହମ୍ମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଏଏମସି) ଦ୍ୱାରା ‘ଧନ୍ଵନ୍ତରୀ ରଥ’ ମାଧ୍ୟମରେ ସହରର ଲୋକଙ୍କ ଦ୍ୱାରରେ ଅଣ- କୋଭିଡ଼ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏକ ମୋବାଇଲ୍ ଭ୍ୟାନ୍ ସ୍ଥାପିତ…

Read More

୨୯ ଟି ଗ୍ଲୋବାଲ୍ ଷ୍ଟକ୍ ମାର୍କେଟ ଇଣ୍ଡେକ୍ସର କାର୍ଯ୍ୟଦକ୍ଷତା ଉପରେ ନଜର ରଖିବା ପାଇଁ ନୀତିଆୟୋଗର ଭର୍ଚୁଆଲ୍ କର୍ମଶାଳା

ଦେଶରେ ସଂସ୍କାର ତଥା ବିକାଶ ପାଇଁ ୨୯  ଟି ମନୋନୀତ ବିଶ୍ୱସ୍ତରୀୟ ସୂଚକାଙ୍କ ଉପରେ ନଜର ରଖିବା ପାଇଁ ଆୟୋଗ ଶୁକ୍ରବାର କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଙ୍କ ଅଧ୍ୟକ୍ଷତାରେ ୪୭  ଟି ୟୁନିଅନ ମନ୍ତ୍ରଣାଳୟ ସହିତ ଏକ ଭର୍ଚୁଆଲ କର୍ମଶାଳା ଆୟୋଜନ କରିଛନ୍ତି। ଷ୍ଟକ ହୋଲ୍ଡର ପରାମର୍ଶର ପଦ୍ଧତି, ପ୍ରକାଶନ ଏବଂ ସର୍ଭେ ଡାଟା ଏଜେନ୍ସି ସହିତ ଯୋଗଦାନ,ରାଜ୍ୟ ମାନ୍ୟତା ପାଇଁ ଢାଞ୍ଚା ସୂଚନା ବଣ୍ଟନ ପାଇଁ ପ୍ଲାଟଫର୍ମ, ଏବଂ କର୍ମଶାଳାରେ ମନିଟରିଂ କୌଶଳ…

Read More

ଆଜି ବିଶ୍ଵ ଜନସଂଖ୍ୟା ଦିବସ ୨୦୨୦;ମହିଳା ମାନଙ୍କର ସ୍ୱାସ୍ଥ୍ୟ ଏବଂ ଅଧିକାର କୁ ଗୁରୁତ୍ଵ

ବିଶ୍ଵ ଜନସଂଖ୍ୟା ଦିବସ ପ୍ରତିବର୍ଷ ଜୁଲାଇ ୧୧ ରେ ପାଳନ କରାଯାଏ ଯାହା ଦ୍ଵାରା ଲୋକମାନେ ବିଶ୍ଵ ରେ ବୃଦ୍ଧି ପାଉଥିବା ଜନସଂଖ୍ୟା ବିଷୟରେ ଅବଗତ ହୁଅନ୍ତି। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦୁନିଆର ପ୍ରତ୍ୟେକ ବ୍ୟକ୍ତି ବଢୁଥିବା ଜନସଂଖ୍ୟା ପ୍ରତି ଧ୍ୟାନ ଦେବା ଏବଂ ଜନସଂଖ୍ୟାକୁ ରୋକିବାରେ ସେମାନଙ୍କର ଭୂମିକା ଗ୍ରହଣ କରିବା ଉଚିତ୍। ବର୍ତ୍ତମାନ ବିଶ୍ଵ ରେ ବଢୁଥିବା ଜନସଂଖ୍ୟା  ଅନେକ ଦେଶ ସାମ୍ନାରେ ଏକ ବଡ ସମସ୍ୟାର ରୂପ ନେଇଛି।…

Read More

ଗଞ୍ଜାମ ଓ ଯାଜପୁର କୁ ଅନୁଗୋଳ ବନ୍ଦ

ଅନୁଗୋଳ : (ମହିମାଲାଇଭ ) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ଙ୍କ ସାକ୍ଷା ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଜିଲ୍ଲାରେ ୧୨୨ କରୋନା ରୋଗୀ ସଂଖ୍ୟା ବୃଦ୍ଧି ମାମଲାକୁ ନେଇ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ଅଧିବାସୀଙ୍କୁ ଅନୁଗୋଳ ଜିଲ୍ଲାରେ ପ୍ରବେଶ ଉପରେ  ଅନୁଗୋଳ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି।  ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ଆନୁଷ୍ଠାନିକ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। ସୂଚନା ଯୋଗ୍ୟ ଯେ…

Read More
India covid19 report

ରାଜ୍ୟରେ ପୁଣି ୫୭୦କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୦  କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୩୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୧୯ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୧୮ ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ କଟକ ଜିଲ୍ଲାରେ ୪୬ ଓ ସୁନ୍ଦରଗଡ଼ ଜିଲାରେ ୪୪  ଜଣ…

Read More

ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ତୃତୀୟ ଦିନରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜରେ ୯୯ ରନ୍ ଅଗ୍ରଣୀ

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜାରି ରହିଛି। ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ ୩୧୮ ରନ୍ ରେ ଆଉଟ୍ ହୋଇଥିଲା ଏବଂ ପ୍ରଥମ ଇନିଂସ ଆଧାରରେ ଭ୍ରମଣକାରୀ ଦଳ ୧୧୪  ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪  ରନ୍  କରିଥିଲା। ୩ ୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ କୌଣସି ୱିକେଟ   ନ…

Read More