Weather Report of Odisha

Odisha Weather Report: ତାପମାତ୍ରା କମୁଛି, ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ସାମାନ୍ୟ ଶୀତ ଅନୁଭୂତ ହେଉଛି। ତେବେ ଆସନ୍ତା ୪ ତାରିଖ ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସୁବର୍ଣ୍ଣପୁରର ସର୍ବନିମ୍ନ ତାପମାତ୍ରା ୧୩ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇବାରେ ଲାଗିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଶରୀର ସୁସ୍ଥ ରହିବ ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ। ଅଟକି ଥିବା ଘରୋଇ କାର୍ଯ୍ୟକୁ ନିଜର ଜୀବନସାଥୀ ସହିତ ମିଶି ପୁରା କରିବାର ବ୍ୟବସ୍ତା କରନ୍ତୁ। ଆଜି ନିଜ ଘରର ସାଜ-ସଜ୍ଜାରେ ସମୟ କଟେଇ ପାରନ୍ତି। ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏସବୁ କରିପାରିବେନି। ବୃଷ: ଆଜି ଆପଣଙ୍କ ପାଇଁ ଧନଲାଭର ସମ୍ଭାବନା ଅଛି କିନ୍ତୁ ଆପଣ ଆପଣଙ୍କର କ୍ରୋଧକରିବାର ସ୍ୱଭାବ ପାଇଁ ସେ…

Read More
Jyotiraditya-Scindia

Watch: ଜ୍ୟୋତିରାଦିତ୍ୟ ସିନ୍ଧିଆ କାହିଁକି ‘ହଁ ମୁଁ କୁକୁର’ ବୋଲି କହିଲେ?

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଉପ-ନିର୍ବାଚନରେ (Madhya Pradesh By Election)​​ ନିର୍ବାଚନ ପାଇଁ ପ୍ରଚାର ଜୋରରେ ଲାଗିଛି। ନଭେମ୍ବର 3 ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ସେପଟେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ (Kamal Nath) କୁକୁର ବୋଲି ଅଭିହିତ କରିଥିଲେ। ଏହି ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜ୍ୟୋତିରାଦିତ୍ୟ କହିଛନ୍ତି- ହଁ ମୁଁ ଏକ କୁକୁର, କୁକୁର ଯିଏ ସର୍ବଦା ମାଲିକଙ୍କ ପ୍ରତି…

Read More
Sean Connery

Sean Connery: ଜେମ୍ସ ବଣ୍ଡ ଆକ୍ଟର ସିନ୍‌ କନେରିଙ୍କ ପରଲୋ​‌କ​‌

ଜେମ୍ସ ବଣ୍ଡ (James Bond) ଫିଲ୍ମର ଅଭିନେତା ଭାବେ ପ୍ରସିଦ୍ଧି ଲାଭ କରିଥିବା ସାର୍‌ ସିନ୍‌ କନେରି (Sean Connery)ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ପ୍ରଥମ ଅଭିନେତା ଜେମ୍ସ ବଣ୍ଡ ରୋଲ୍‌ ପ୍ଲେ କରିଥିଲେ। ସେ ୦୦୭ ଫ୍ରାଞ୍ଚାଇଜ୍‌ର ବେଷ୍ଟ ଆକ୍ଟର ଆଓ୍ବାର୍ଡ ଜିତିଥିଲେ। ସେ ଏହାବ୍ୟତୀତ ସିନ୍‌ ମେରାଇନ୍‌ (୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍‌ (୧୯୭୪), ଦ ମ୍ୟାନ୍‌ ହୁ ଉଡ୍‌ ବି କିଙ୍ଗ (୧୯୭୫),…

Read More
Nitish kumar

Bihar Election: NDA ଏଥର ଯଦି ସରକାର କରେ ତେବେ ଶିକ୍ଷାଋଣ ମାଫ ହେବ: ନିତୀଶ କୁମାର

ଭାଗଲପୁର (mahimalive): ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (CM Nitish Kumar) ଶନିବାର କହିଛନ୍ତି ଯେ ଯଦି ତାଙ୍କ ସରକାର ପୁନର୍ବାର କ୍ଷମତାକୁ ଆସନ୍ତି ତେବେ ବିହାର (Bihar) ରେ ମେଗା ସ୍କିଲ ସେଣ୍ଟର ପ୍ରତିଷ୍ଠା କରାଯିବ। ଯୁବକମାନଙ୍କୁ ତାଲିମ ଦିଆଯିବ। ଏହା ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଗାଇବ। ନାଥନଗରରୁ ଜେଡିୟୁ (JDU) ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ମଣ୍ଡଳଙ୍କ ସମର୍ଥନରେ ସେ ଜଗଦୀଶପୁରର ଲୋକନାଥ ଉଚ୍ଚ ବିଦ୍ୟାଳୟରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ପରେ…

Read More
ishan-kishan

IPL 2020 MI vs DC: ଇଶାନ୍ କିଶାନଙ୍କ ଦମଦାର ବ୍ୟାଟିଂ, ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟରେ ବିଜୟୀ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (Indian Premier League) ପ୍ଲେ ଅଫ (playoff) ରେ ସ୍ଥାନ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଶନିବାର ଦୁବାଇ (Dubai) କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) କୁ ୯ ୱିକେଟ୍ ହରାଇ ପରାସ୍ତ କରିଛି। MI ବୋଲରଙ୍କ ବୋଲିଂ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀର ପୁରା ଦଳ ନିର୍ଦ୍ଧାରିତ ଓଭରରେ ୧୧୦ ରନ୍ ସ୍କୋର କରିପାରିଲେ। MI ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ (Trent Bolt) ଏବଂ ଜସପ୍ରୀତ…

Read More
pm-modi_ekta diwas

Ekta Diwas: ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଆବଶ୍ୟକ: ପିଏମ ମୋଦୀ

କୋଭାଡ଼ିଆ (mahimalive): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ବିଶ୍ୱ ସମୁଦାୟକୁ ଆତଙ୍କବାଦ (Terrorist) ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି। ଆଜି ଗୁଜରାତର କୋଭାଡ଼ିଆଠା (Gujrat-Kevadiya) ରେ ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ (Statue of Unity) ପରିସରରେ ଆୟୋଜିତ ଏକତା ଦିବସ (Ekta Diwas) ପ୍ୟାରେଡ୍‍ରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଶାନ୍ତି ଓ ସଦ୍‍ଭାବ ପ୍ରତିଷ୍ଠା କରିବା ଲାଗି ବିଶ୍ୱ ସମୁଦାୟ ମଧ୍ୟରେ ଏକତାର ଆବଶ୍ୟକତା ରହିଛି। ଦେଶରେ ଶାନ୍ତି…

Read More
potato price

Potato Price: ଲୋକଙ୍କୁ ମହଙ୍ଗା ଆଳୁରୁ ମିଳିବ ମୁକ୍ତି, ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ (mahimalive) : କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ (Narendra Modi) ସରକାର ଶୁକ୍ରବାର ଦିନ ବିନା ଲାଇସେନ୍ସରେ ଭୁଟାନ  (Bhutan) ରୁ ଆଳୁ (Potato) ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ ଯୋଗାଣ ବୃଦ୍ଧି କରିବା ଏବଂ ଆଳୁ ମୂଲ୍ୟ ନିୟନ୍ତ୍ରଣ କରିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ ଲାଇସେନ୍ସ ବିନା ଆମଦାନୀକୁ କେବଳ ୩୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ତଥାପି, ଆଳୁ…

Read More
indian boxing

Indian Boxing: କବିନ୍ଦର ଏବଂ ସଞ୍ଜିତ ଫ୍ରାନ୍ସ ବକ୍ସିଂ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ

ଫ୍ରାନ୍ସ: ଭାରତୀୟ ବକ୍ସର କବିନ୍ଦର ସିଂ ବିଶଟ (Kavinder Singh Bisht) (୫୭ କିଲୋଗ୍ରାମ), ଅମିତ ପାଙ୍ଗଲ (Amit Panghal) (୫୨ କିଲୋଗ୍ରାମ) ଏବଂ ସଞ୍ଜିତ (Sanjeet) (୯୧ କିଲୋଗ୍ରାମ) ଫ୍ରାନ୍ସର ନାଣ୍ଟେସରେ ଆଲେକ୍ସସ୍ ଭେଷ୍ଟାଇନ୍ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର (Alexis Vastine International Tournament in Nantes, France) ଫାଇନାଲରେ ପ୍ରବେଶ କରିଛନ୍ତି। ଶିବ ଥାପା (Shiva Thapa) (୬୩ କିଲୋଗ୍ରାମ) କିନ୍ତୁ ବ୍ରୋଞ୍ଜ ପଦକ (Bronze Medal) ସହିତ ସନ୍ତୁଷ୍ଟ ହେବାକୁ ପଡିଲା। ସେମିଫାଇନାଲ…

Read More
laxmi_puja

Gaja Laxmi Puja: ଆଜି କୁମାର ପୂର୍ଣ୍ଣମୀ, ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଢେଙ୍କାନାଳ (mahimalive): ଆଜି କୁମାରପୂର୍ଣ୍ଣିମା (Kumar Purnima)। କୁମାରୀ ଝିଅମାନେ ନୂଆ ପୋଷାକ ପିନ୍ଧି ଚଉରା ମୂଳରେ ସକାଳେ ଓ ସନ୍ଧ୍ୟାବେଳେ ଚନ୍ଦ୍ରପୂଜା କରିଥାନ୍ତି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ପୂର୍ଣ୍ଣିମା ପାଳିତ ହୁଏ। ଓଡ଼ିଶା (Odisha) ର ପୁରପଲ୍ଲୀରେ ଏହି ଉତ୍ସବ ପାଳନ କରାଯାଉଥିବା ବେଳେ କରୋନା ସଂକ୍ରମଣ ଯୋଗୁଁ ଏବର୍ଷ ପୂଜା ପାଳନ ଫିକା ପଡ଼ିଯାଇଛି। ସେହିପରି ଆଜିଠାରୁ କୋଭିଡ କଟକଣା ମଧ୍ୟରେ ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ ଅନ୍ୟାନ୍ୟ ସ୍ଥାନରେ  ମା’…

Read More
Daily Horoscope Mahimalive.in live

ଆଜିର ରାଶିଫଳ

ମେଷ: ଜୀବନରେ ତୃପ୍ତି ଓ ସନ୍ତୁଷ୍ଟ ସହିତ ରହିବା ପାଇଁ ନିଜ ମାନସିକ ଦୃଢ଼ତାରେ ବୃଦ୍ଧି କରନ୍ତୁ। ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ। ଆଜି ଆପଣଙ୍କ ପାଇଁ ବହି ପଢ଼ି ସମୟ ଅତିବାହିତ କରିବା ସବୁଠାରୁ ବେଶୀ ଉପଯୁକ୍ତ। ଆଜି ଆପଣ ଆପଣଙ୍କର ବନ୍ଧୁମାନେ ଆବଶ୍ୟକତା ସମୟରେ ସାହାଯ୍ୟ କରିଲେନି ବୋଲି ଭାବିପାରନ୍ତି। ବୃଷ: ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ। ଯେଉଁମାନେ ଆର୍ଥିକ ସଙ୍କଟ…

Read More