jitendra_singh

No Interview:୨୩ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରି ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନି

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): ବର୍ତ୍ତମାନ ସରକାରୀ ଚାକିରୀ ପାଇଁ ହେବନାହିଁ ସାକ୍ଷାତକାର ପରୀକ୍ଷା (Interview)। ଭାରତର୨୩ ଟି ରାଜ୍ୟ ଏବଂ  ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କର୍ମକର୍ତ୍ତା, ଜନ ଅଭିଯୋଗ, ପେନ୍ସନ୍, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ(Dr. Jitendra Singh) ଏହି ସୂଚନା ଦେଇଛନ୍ତି। ଯେ ସେ କହିଛନ୍ତି ଯେ ୨୦୧୬ ମସିହାରୁ କେନ୍ଦ୍ର ସରକାରରେ ଗ୍ରୁପ୍-ବି ଅଣ-ଗେଜେଟେଡ୍ (Group-B) ଏବଂ…

Read More
iga1

French Open Women’s 2020: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ଵିଟେକ୍ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍

ପ୍ୟାରିସ:  ଫ୍ରେଞ୍ଚ ଓପନ ଟେନିସ୍ ମହିଳା (French Open Women’s 2020) ବର୍ଗରେ ପୋଲାଣ୍ଡ (Poland)ର କିଶୋରୀ ଇଗା ସ୍ଵିଟେକ୍ (Iga Swiatek) ନୂତନ ଫ୍ରେଞ୍ଚ ଓପନ୍-୨୦୨୦ର ଚାମ୍ପିଅନ୍ ହୋଇଛନ୍ତି।  ସେ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକୀୟ ଅଷ୍ଟ୍ରେଲୀୟ ଓପନ୍ ବିଜେତା ସୋଫିଆ କେନିନ୍ (Sofia Kenin) ଙ୍କୁ  6-4, 6-1ରେ ପରାସ୍ତ କରିଛନ୍ତି। ୧୯ ବର୍ଷୀୟ ଇଗା ସ୍ଵିଟେକ୍ ଅବିଶ୍ୱସନୀୟ ସଫଳତା ପାଇଁ ୧୯ ଲକ୍ଷ ଡଲାର୍ ରୋଜଗାର କରିବେ ଏବଂ ବିଶ୍ୱ ମାନ୍ୟତାରେ ୧୭…

Read More
fast food

Fast Foods: ଅନୁସନ୍ଧାନରୁ ଜଣାପଡିଛି ଫାଷ୍ଟଫୁଡର ସୁଗନ୍ଧ ଅଧିକ ଆକର୍ଷିତ କରିଥାଏ

ମନୁଷ୍ୟର ପୂର୍ବପୁରୁଷମାନେ ଭୋକକୁ ଏଡାଇବା ପାଇଁ ଉଚ୍ଚ କ୍ୟାଲୋରୀ (Calories) ଯୁକ୍ତ ଖାଦ୍ୟ ସେବନ କରିବାକୁ ସୁଗନ୍ଧ ଦ୍ଵାରା ଖାଦ୍ୟର ଅନୁସନ୍ଧାନ କରୁଥିଲେ। ଏହି ଦକ୍ଷତା ହେତୁ, ଆମେ ବର୍ତ୍ତମାନ ଫାଷ୍ଟଫୁଡ୍ ଗନ୍ଧ କୁ ବେଶୀ ମନେ ରଖିଥାଉ। ନେଦରଲ୍ୟାଣ୍ଡର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ଅନୁସନ୍ଧାନରେ ଅଂଶଗ୍ରହଣକାରୀମାନେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ତୁଳନାରେ ଉଚ୍ଚ କ୍ୟାଲୋରୀ ଫାଷ୍ଟଫୁଡ୍କୁ (Fast Food) ଅଧିକ ସ୍ମରଣ କରିପାରୁଛନ୍ତି। ୱାଗେନିଙ୍ଗେନ୍ ବିଶ୍ୱବିଦ୍ୟାଳୟ (Wageningen University)ର ଅନୁସନ୍ଧାନକାରୀ ଦଳ ୫୧୨ ଅଂଶଗ୍ରହଣକାରୀଙ୍କୁ…

Read More
freanch open tenis

French Open Finals:ନୋଭାକ୍ ଜୋକୋଭିକ୍ ଏବଂ ରାଫେଲ ନାଡାଲଙ୍କ ମଧ୍ୟରେ ଫାଇନାଲ, ହେବ ରୋମାଞ୍ଚକର

ପ୍ୟାରିସ: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ୍ ଟେନିସ୍ (French Open Tennis-2020) ଟୁର୍ନାମେଣ୍ଟର ବ୍ଲକବଷ୍ଟର ଟାଇଟଲ୍ ସର୍ବିଆର ନୋଭାକ ଜୋକୋଭିକ୍ (Novak Djokovic) ଏବଂ କ୍ଲେ କୋର୍ଟର ରାଜା ଏବଂ ସ୍ପେନର ୧୨ ଥର ବିଜେତା ରାଫେଲ ନାଡାଲ (Rafael Nadal) ଙ୍କ ମଧ୍ୟରେ ଆସନ୍ତା କାଲି ରବିବାର ଫାଇନାଲ ଖେଳାଯିବ। ଶୁକ୍ରବାର ଦିନ ସେମିଫାଇନାଲରେ ଏବଂ ଫ୍ରେଞ୍ଚ ଓପନର ଫାଇନାଲରେ ଟପ୍ ସିଡ୍ ଜୋକୋଭିକ୍ ଗ୍ରୀସର ପଞ୍ଚମ ସିଡ୍ ଷ୍ଟିଫାନୋସ୍ ସାଇଟିପାସ୍ (Stefanos-Tsitsipas) କୁ…

Read More
odisha-school

ସରକାରୀ ସ୍କୁଲ ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ, ବାହାରେ ନବୁଲି ସ୍କୁଲର ଦାୟିତ୍ୱ ନିଅ

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): କରୋନା (Covid-19) ସଂକ୍ରମଣ ବ୍ୟାପୁଥିବା କାଳରେ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ରାଜ୍ୟର ବିଦ୍ୟାଳୟ ସବୁ ବନ୍ଦ ରହିଛି। ବର୍ତ୍ତମାନ ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଖୋଲିଗଲାଣି। ଅନଲାଇନ ପାଠ ପଢାରେ ସବୁ ଛାତ୍ରଛାତ୍ରୀ ସଫଳ ହୋଇପାରି ନାହାନ୍ତି। ସରକାର ବର୍ତ୍ତମାନ ସ୍କୁଲ ଖୋଲିବା ପାଇଁ ଚିନ୍ତାକଲେଣି। କିଛି ଶିକ୍ଷକ ନିଜ ସ୍କୁଲ ଛାଡି ଅନ୍ୟ ଜିଲ୍ଲାରେ ରହୁଛନ୍ତି।    Also Read |School Reopens : ଅକ୍ଟୋବର…

Read More
cbse schools reopens mahimalive

CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍‍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।…

Read More
Hathras Case

Hathras Case: ହାଥରସ୍ ମାମଲାରେ ନକ୍ସଲ ସଂଯୋଗ, ପୀଡିତାଙ୍କ ନକଲି ଭାଉଜ ସାଜି ଚାଲିଥିଲା ଷଡଯନ୍ତ୍ର

ହାଥରସ୍ : ଉତ୍ତରପ୍ରଦେଶର ହାଥରସ୍ (Hathras) ମାମଲାରେ ପ୍ରତିଦିନ ନୂଆ ନୂଆ ଘଟଣା ଆସୁଛି। ହାଥରସ୍ ଉପରେ ଯୋଗୀ ସରକାର କଡା କାର୍ଯ୍ୟାନୁଷ୍ଠାନ ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହାଥରସ୍ ମାମଲା ସହ ଜଡିତ ପ୍ରତ୍ୟେକ ଦିଗ ଉପରେ ଏସଆଇଟି (SIT) ଟିମ୍ ଅନୁସନ୍ଧାନ କରୁଛି। ଏହି ସମୟ ମଧ୍ୟରେ ଶନିବାର ଦିନ ଏକ ବିରାଟ ଖୁଲାସା ହୋଇଛି। ଏବେ ହାଥରସ୍ ମାମଲାରେ ନକ୍ସଲ ସଂଯୋଗର ବିଷୟ ମଧ୍ୟ ବାହାରକୁ ଆସୁଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।…

Read More
ac

LAC: ଚୀନ ଭାରତ ସୀମାରେ ୬୦ହଜାର ସୈନ୍ୟ ନିୟୋଜିତ କରିଛି: ଆମେରିକା ବୈଦେଶିକ ସଚିବ

ନୂଆଦିଲ୍ଲୀ: ଭାରତ (India) ଏବଂ ଚୀନ୍ (China) ମଧ୍ୟରେ ସମ୍ପର୍କ ସୁଧାରିବା ପରିସ୍ଥିତି ନିକଟରେ ସଂଭାବନା ନାହିଁ। ଆମେରିକାର ବୈଦେଶିକ ସଚିବ (Foreign Secretary)  ମାଇକ ପୋମପିଓ (Mike Pompeo) କହିଛନ୍ତି ଯେ ଚୀନ୍ ଭାରତର ଉତ୍ତର ସୀମାରେ ୬୦ ହଜାର ସୈନ୍ୟ ମୁତୟନ କରିଛି। ଟୋକିଓ (Tokyo) ରୁ ଫେରିବା ପରେ ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ମାଇକ ପୋମପିଓ ମଙ୍ଗଳବାର ଦିନ ଟୋକିଓରେ ଭାରତର ବୈଦେଶିକ  ମନ୍ତ୍ରୀ ଏସ…

Read More
pulwamaa

Kulgam Encounter: କୁଲଗାମରେ ୨ ଆତଙ୍କବାଦୀ ମୃତ

କୁଲଗାମ: ଜାମ୍ମୁ କାଶ୍ମୀର(Jammu Kashmir) ର କୁଲଗାମ (Kulgam) ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀକ ମଧ୍ୟରେ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁକୁ କାଶ୍ମୀର ଜୋନ୍ ପୋଲିସ ନିଶ୍ଚିତ କରିଛି। ତେବେ ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ କାର୍ଯ୍ୟ ଜାରି ରହିଛି। ଆହୁରି ଅନେକ ଆତଙ୍କବାଦୀ ଏଠାରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ◆Mahimalive ବର୍ତ୍ତମାନ ଫେସବୁକରେ…

Read More
Weather Report of Odisha

Weather Report: ଅକ୍ଟୋବର ୧୮ରେ ପୁଣି ଲଘୁଚାପ

ଭୂବନେଶ୍ଵର: ଆଣ୍ଡାମାନ୍‍ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗତକାଲି ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ପ୍ରତିବର୍ଷ ପ୍ରାୟ ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ବାୟୁ ଓଡ଼ିଶାରୁ ଅପସରି ଯାଇଥାଏ। ଲଗାତର ଭାବେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବାବେଳେ ଚଳିତମାସ ଶେଷ ଆଡକୁ ମୌସୁମୀବାୟୁ ଓଡ଼ିଶା ଛାଡି ପାରେ ବୋଲି ପାଣିପାଗ ବିଭାଗ…

Read More
pm modi _agriculture

SVAMITVA Scheme: ଅକ୍ଟୋବର ୧୧ରୁ ‘ସ୍ଵାମିତ୍ଵ’ ଯୋଜନା ଲାଗୁ

  ନୂଆଦିଲ୍ଲୀ:  ଲକ୍ଷ ଲକ୍ଷ ଗ୍ରାମାଞ୍ଚଳବାସୀଙ୍କୁ  ସଶକ୍ତ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏକ ଐତିହାସିକ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) “ସ୍ଵାମିତ୍ଵ” (SVAMITVA Scheme) ଯୋଜନା ଅଧୀନରେ ଆସନ୍ତା ୧୧ ତାରିଖ ଦିନ ଭିଡିଓ କନଫରେନ୍ସ ଜରିଆରେ ଜମି ପଟ୍ଟା ବଣ୍ଟନ କରିବେ। ଏହି ପଟ୍ଟା ପ୍ରଦାନ ପରେ ପଟ୍ଟାଧାରୀମାନେ ସେମାନଙ୍କ ମୋବାଇଲ ଫୋନରେ ଦିଆଯାଇଥିବା ଏସଏମଏସ ଲିଙ୍କ ଜରିଆରେ ସେମାନଙ୍କ ପଟ୍ଟାକୁ ଡାଉନଲୋଡ କରିପାରିବେ। ଏହାପରେ ସମ୍ପୃକ୍ତ…

Read More