mtimes odia
Home » ଦକ୍ଷିଣ ଓଡ଼ିଶା
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ଓଡ଼ିଶା ଉପକୂଳରେ ସତର୍କତା

Odisha Cyclone Updates: ବଙ୍ଗୋପସାଗରରେ ବାତ୍ୟା ଅର୍ଣ୍ଣବ ଆଶଙ୍କା, ଓଡ଼ିଶାକୁ ସତର୍କ

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଶକ୍ତିଶାଳୀ ବାତ୍ୟା ଗଠନ ହେବାର ଆଶଙ୍କା ରହିଛି। ଅକ୍ଟୋବର ୨୮ ସୁଦ୍ଧା ଏହାର ପ୍ରଭାବ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପଡ଼ିପାରେ।

Read More