ଦୀପାବଳି ପାଇଁ OSPCBର ଗାଇଡଲାଇନ୍, ବାରିୟମ୍ ବାଣ ବ୍ୟାନ୍
ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପଦକ୍ଷେପ। କେବଳ ଅନୁମୋଦିତ ସବୁଜ ବାଣ ବ୍ୟବହାରକୁ ଅନୁମତି।