Odisha Vigilance Raids Dharmasala ABEO: ଓଡ଼ିଶା ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ, ଏବିଇଓ ଜୟଦେବ ଜେନାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଧର୍ମଶାଳା ଏବିଇଓ ଜୟଦେବ ଜେନାଙ୍କ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରର ୭ ସ୍ଥାନରେ ତଲାସୀ।