Kalia Yojana New List 2022: ନୂଆଖାଇରେ ମିଳିବ କାଳିଆ ସହାୟତା କିସ୍ତି
ଭୁବନେଶ୍ଵର: Kalia Yojana New List 2022: ପୁଣି ମିଳିବ କାଳିଆ (Kalia Yojana) ସହାୟତା କିସ୍ତି। ସେପ୍ଟମ୍ବର ପହିଲା ନୂଆଖାଇ (Nua Khai) ଅବସରରେ ରାଜ୍ୟ ସରକାର କୃଷକମାନଙ୍କୁ କାଳିଆ ସହାୟତା ଅର୍ଥ ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କ ଜମାଖାତାକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ମୋଟ ୪୧ ଲକ୍ଷ ଚାଷୀ ସହାୟତା ପାଇବେ। ମୋଟ ୮୬୯ କୋଟି ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ। Read Also | Covid Cases…
