PM Awas Yojana ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ଗରିବ ପରିବାରକୁ ମିଳିବ ପକ୍କା ଘର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗରିବ ପରିବାରଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରିବାକୁ ସରକାର ପ୍ରତିବଦ୍ଧ। ବଲାଙ୍ଗୀରରେ ପିଏମ୍ ଆବାସ ଯୋଜନାର ଗୃହ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
