mtimes odia
Home » ମଧୁବାବୁ ପେନ୍‌ସନ୍ ଯୋଜନା
ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍ ଉଦ୍‌ଘାଟନ କରିବା ସହ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରୁଛନ୍ତି।

Madhu Babu Pension Yojana Portal: ମୁଖ୍ୟମନ୍ତ୍ରୀ ଲଞ୍ଚ୍ କଲେ UPMP ପୋର୍ଟାଲ୍, ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ସାମିଲ

ଭତ୍ତା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାର ସମସ୍ୟା ଦୂର କରିବାକୁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ। ବାଲେଶ୍ୱରରେ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଶୁଭାରମ୍ଭ ସହ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି।

Read More
ଓଡ଼ିଶାରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ନିଷ୍ପତ୍ତି

Madhu Babu Pension Yojana: ଓଡ଼ିଶାରେ ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ! ୫.୦୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପେନ୍‌ସନ୍

ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମଧୁବାବୁ ପେନ୍‌ସନ୍ ଯୋଜନାରେ ୫,୦୫,୮୧୭ ଜଣଙ୍କୁ ଭତ୍ତା ଦେବାକୁ ନିଷ୍ପତ୍ତି ହୋଇଛି।

Read More