Home » ସାବରମତୀର ସନ୍ଥ : ନିର୍ମଳାବାଳା ମିଶ୍ର
gandhi jayanti 2oct 2020

ସାବରମତୀର ସନ୍ଥ : ନିର୍ମଳାବାଳା ମିଶ୍ର, ଯାଜପୁର

ସାବରମତୀର ସନ୍ଥ ✍ ନିର୍ମଳାବାଳା ମିଶ୍ର, ଯାଜପୁର ସାବରମତୀର ସନ୍ଥହେ ତୁମେ ବାପୁଜୀ! ଚିର ମହାନ,    ଅହିଂସାର ମନ୍ତ୍ର ଫୁଙ୍କିଲ କାନରେ ତୁମ କୀର୍ତ୍ତି ଅମଳିନ।    ହେ ମହାମାନବ!ପୂଜ୍ୟ ବାପୁଜୀ ତୁମପରି ହେବ କିଏ ?    ଲଙ୍ଗଳା ଫକୀର ସାଜି ମାତୃଭୂମି ସେବାରେ ଲାଗିବ କିଏ?    ମନଟି ତୁମର ପ୍ରେମର ମନ୍ଦିର ଅହିଂସା ତୁମର ଅସ୍ତ୍ର, ଆଣ୍ଠୁ ନଲୁଚିବା ଧୋତି ଓ ଚାଦର ଥିଲା ତୁମ ଅଙ୍ଗବସ୍ତ୍ର। ହେ ମହାମାନବ!ତୁମ ହୃଦେ…

Read More