Home » Aamir Qutub

Aamir Qutub: ବିମାନବନ୍ଦର କ୍ଲିନରରୁ କିପରି ୧୦ କୋଟି ଟଙ୍କାର କମ୍ପାନୀ ନିର୍ମାଣ କଲେ

ନୂଆଦିଲ୍ଲୀ: ଆମୀର କୁଟୁବ (Aamir Qutub) ଙ୍କୁ ମାତ୍ର ୩୧ ବର୍ଷ ବୟସ ଏବଂ ସେ ୧୦ କୋଟି ଟଙ୍କା ଅଷ୍ଟ୍ରେଲିଆ ଭିତ୍ତିକ ଅନ୍ତର୍ଜାତୀୟ ଡିଜିଟାଲ ଫାର୍ମର କମ୍ପାନୀର ମାଲିକ। ଚାରିଟି ଦେଶରେ ଆମୀରଙ୍କ କମ୍ପାନୀ ଉପସ୍ଥିତି ଅଛି। ପୂର୍ବରୁ ଆମୀର ବିମାନବନ୍ଦରରେ ସଫେଇ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ଘର ଘର ଖବରକାଗଜ ବାଣ୍ଟିବା କାର୍ଯ୍ୟ କରିଥିଲେ। କିନ୍ତୁ ନିଜର ବ୍ୟବସାୟ ପ୍ରତିଷ୍ଠା ପାଇଁ ତାଙ୍କର ଆଗ୍ରହ ତାଙ୍କୁ କୋଣସି ଚ୍ୟାଲେଞ୍ଜ  ଅଟକାଇ ପାରିନଥିଲା। ସେ…

Read More