କ୍ରିକେଟର ଶାହିଦ ଆଫ୍ରିଦି କରୋନା ରେ ଆକ୍ରନ୍ତ
ପାକିସ୍ତାନର ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ରହିଛି। ଏହି ଭେଟେରାନ କ୍ରିକେଟର କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପାକିସ୍ତାନୀ ଦଳର ପୂର୍ବତନ ଅଧିନାୟକ ତାଙ୍କ ଫାଉଣ୍ଡେସନ ଦ୍ଵାରା ଲୋକଙ୍କୁ ସାହାଯ୍ୟ କରୁଥିଲେ ଏବଂ ବର୍ତ୍ତମାନ ସେ ନିଜକୁ କରୋନା ପଜିଟିଭ୍ ବୋଲି ଜଣେଇଛନ୍ତି। ଏହି ବିପଜ୍ଜନକ ଜୀବାଣୁ ସଂକ୍ରମିତ ହୋଇଥିବା ସେ ପ୍ରଥମ ‘ହାଇ-ପ୍ରୋଫାଇଲ୍’ କ୍ରିକେଟର ହୋଇଛନ୍ତି। ଟ୍ୱିଟରରେ ଏ…
