Home » Ahmedabad
kkr-rcb-postponed

IPL 2021 Updates : KKR ଏବଂ RCB ମଧ୍ୟରେ ଆଜିର ମ୍ୟାଚ୍ ସ୍ଥଗିତ, ଖେଳାଳି covid ପଜିଟିଭ୍

ଅହମ୍ମଦାବାଦ: କୋଲକାତା ନାଇଟ୍ ରାଇଡର୍ସ (KKR) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୪ତମ ସିଜନରେ ଖେଳାଯିବାକୁ ଥିଲା। ଆଜିର ଏହି ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥାନ୍ତା। ସୂଚନା ଅନୁସାରେ ଏହି ମ୍ୟାଚ୍ ମେ ୩ ରେ ସନ୍ଧ୍ୟା ୭:୩୦ ରୁ ଖେଳାଯିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି…

Read More
9-dead-two-seriously-injured-in-fire-in-a-textile-warehouse-in-Ahmedabad

Ahmedabad Textile: ଟେକ୍ସଟାଇଲ ଗୋଦାମରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ୨ ଗୁରୁତର

▶ ଗୋଦାମ ନିକଟରେ ଥିବା ବଏଲରରେ ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିଲା ▶ ରାସାୟନିକ ୟୁନିଟରେ ବିସ୍ଫୋରଣ ପରେ ଗୋଦାମ ଘର ଭୁଶୁଡି ପଡିଛି ଅହମ୍ମଦାବାଦ: ବୁଧବାର ଅହମ୍ମଦାବାଦ (Ahmedabad) ର ଏକ ରାସାୟନିକ କାରଖାନାରେ ନିଆଁ ଓ ବିସ୍ଫୋରଣ ପରେ ନିକଟସ୍ଥ ଟେକ୍ସଟାଇଲ ଗୋଦାମର (Textile Godown) ଛାତ ଭୁଶୁଡି ପଡିଛି। ନିଆଁ ଗୋଦାମରେ ବ୍ୟାପି ଯାଇଥିଲା, ସେତେବେଳେ ସେଠାରେ ୨୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା।…

Read More
sea plane1

Sea Plane: ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତିକୁ ଉଡ଼ିବ ପ୍ରଥମ ସି ପ୍ଲେନ୍

ଅହମ୍ମଦାବାଦ: ସି ପ୍ଲେନ୍ (Sea Plane) ସେବା ଷ୍ଟାଚ୍ୟୁ ଅଫ୍ ୟୁନିଟି (Statue Of Unity) ରୁ ଆରମ୍ଭ ହେବ। ଗୁଜୁରାଟର କେଭାଡିଆ (Kevadia)ରେ ଅବସ୍ଥିତ ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଅହମ୍ମଦାବାଦ (Ahmedabad) ର ସାବରମତି ନଦୀ କୂଳ ପର୍ଯ୍ୟନ୍ତ ଏହି ସମୁଦ୍ର ବିମାନ ମାଲଦ୍ୱୀପରୁ ଆସିବ। ଏହାକୁ ସ୍ପାଇସ୍ ଜେଟ୍ (Spice Jet) ଚଳାଇବ। ଆଗକୁ ଲୋକଙ୍କ ଆଗ୍ରହକୁ ଦେଖି ଏହି ମାର୍ଗରେ ପ୍ରାୟ ଦଶଟି ବିମାନ ଚଳାଚଳ କରିବ। ବାସ୍ତବରେ ଏହାକୁ ସି…

Read More