Home » Amit Shah
naveen patnaik

Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା

ନୂଆଦିଲ୍ଲୀ: କେରଳର ୱାୟାନାଡରେ ଏକ ଭୂସ୍ଖଳନ ଘଟଣା (Landslides in Kerala’s Wayanad) ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଏହି ସମୟରେ ସେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଜୁଲାଇ ୨୩ ରେ କେରଳ ସରକାରଙ୍କୁ କେନ୍ଦ୍ର…

Read More
amit-shah

Amit Shah: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା, ୩୩ ପ୍ରତିଶତ ହେବ ମହିଳାଙ୍କ ପାଇଁ ସରକ୍ଷଣ  

ଅଗରତାଲା: Tripura News Updates ତ୍ରିପୁରାରେ ବିଜେପି ସରକାର (BJP Government) ର ୪ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା (Amit Shah) ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ରାଜଧାନୀ ଅଗରତାଲାରେ ଅମିତ ଶାହା କହିଛନ୍ତି ଯେ ଆମ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂରଣ ହୋଇଛି। ଏହା ସହିତ ସୁନ୍ଦର ତ୍ରିପୁରା ଗଠନ ପାଇଁ ୫୦ ବର୍ଷ ମଧ୍ୟ ସମାପ୍ତ ହୋଇଛି। ୨୫ ବର୍ଷ ଧରି କମ୍ୟୁନିଷ୍ଟମାନେ ତ୍ରିପୁରା ଉପରେ ଶାସନ…

Read More
mamata

West Bengal Election: କୋଚବିହାର ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଦାୟୀ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ (West Bengal) ର କୋଚବିହାର (Cooch Behar) ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଙ୍କୁ ଦାୟୀ କରିଛନ୍ତି। ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ଘଟଣା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ସମ୍ପୂର୍ଣ୍ଣ ଦାୟୀ। ସେ କହିଛନ୍ତି ମୁଁ କେନ୍ଦ୍ରୀୟ ସେନାକୁ ଦୋଷ ଦେଉ ନାହିଁ କାରଣ ସେମାନେ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରନ୍ତି।  ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଚତୁର୍ଥ…

Read More
home-minister-and-bjp-leader-amit-shah-releases-bjp-manifesto

BJP Sankalp Patra:ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ର ଜାରୀ, ସରକାରୀ ଚାକିରୀରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election) ପାଇଁ ଦଳର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ଅମିତ ଶାହା କହିଛନ୍ତି ଯେ ରାଜ୍ୟବାସୀଙ୍କ ପରାମର୍ଶ କ୍ରମେ ଏହି ସଂକଳ୍ପ ପତ୍ର ନିଆଯାଇଛି। ଅମିତ ଶାହା କହିଛନ୍ତି ଯେ ସଂକଳ୍ପ ପତ୍ର ବହୁ ବର୍ଷ ଧରି ଏକ ପ୍ରକ୍ରିୟା ଭାବରେ ରହିଯାଇଥିଲା। ବିଜେପି ସରକାର ଗଠନ ଆରମ୍ଭ ହେବାଦିନୁ, ସଂକଳ୍ପ ପତ୍ରର  ଗୁରୁତ୍ୱ ବଢିବାରେ…

Read More
amphan

Amphan Cyclone: କେନ୍ଦ୍ର ସରକାରଙ୍କ ଓଡ଼ିଶାକୁ ଅମ୍ଫନ ବାତ୍ୟା ନେଇ ୧୨୮.୨୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା

ଭୁବନେଶ୍ଵର: କେନ୍ଦ୍ର ସରକାର ଓଡ଼ିଶା (Odisha) କୁ ଅମ୍ଫନ ବାତ୍ୟା (Amphan Cyclone) ନେଇ ୧୨୮.୨୩ କୋଟିର ଅତିରିକ୍ତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଓଡ଼ିଶା ସମେତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ୬ଟି ରାଜ୍ୟକୁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟା ଅମ୍ଫନ ପାଇଁ ଓଡ଼ିଶାକୁ ୧୨୮ କୋଟି ୨୩ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର କହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା (Amit…

Read More
Amit Shah

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣିଥରେ AIIMS ରେ ଭର୍ତ୍ତି

ନୂଆଦିଲ୍ଲୀ; କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହା(Amit Shah)ଙ୍କୁ ଶନିବାର ରାତି ପାଖାପାଖି ପ୍ରାୟ ୧୧ ଟା ସମୟରେ ଏମ୍ସ  (AIIMS) ରେ ଭର୍ତ୍ତି କରାଯାଇଛି।  ସୂଚନା ଯୋଗ୍ୟ ଗତ ମାସରେ ମଧ୍ୟ ଗୃହମନ୍ତ୍ରୀ କରୋନା ସଂକ୍ରମିତରୁ ଆରୋଗ୍ୟ  ପରେ ଅଧିକ ଚିକିତ୍ସା ପାଇଁ ଏମ୍ସ ରେ ଭର୍ତ୍ତି ହୋଇଥିଲେ। ୧୨ ଦିନ ପରେ  ଶ୍ରୀ ଅମିତ ଶାହ ମେଡ଼ିକାଲରୁ ଡିସଚାର୍ଜ ହୋଇ ଘରକୁ ଆସିଥିଲେ। ତେବେ ତାଙ୍କୁ କାହିଁକି ପୁନର୍ବାର ଭର୍ତ୍ତି କରାଯାଇଛି…

Read More