Home » android 11 features samsung

ଗୁଗୁଲ୍ ପିକ୍ସେଲ୍ 4a 5G ସିରିଜ୍ ଆଜି ହେବ ଲଞ୍ଚ

ଗୁଗୁଲ୍ ପିକ୍ସେଲ୍ 4a 5G ସିରିଜ୍ ଆଜି ଲଞ୍ଚ ହେବ। ଗତ ବର୍ଷ ଲଞ୍ଚ ହୋଇଥିବା କମ୍ପାନୀର ଗୁଗୁଲ୍ ପିକ୍ସେଲ୍ 3a ସିରିଜର ଏହା ହେଉଛି ପରବର୍ତ୍ତୀ ମଡେଲ୍। ଏହି ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ । ଗୁଗୁଲ ଏହାର ନୂତନ ପିକ୍ସେଲ 4a ସିରିଜ୍ 5G ନେଟୱାର୍କ ସହିତ ଲଞ୍ଚ କରିବାକୁ ଯାଉଛି ।ଏହି ସୂଚନା ଟିଜର ଦ୍ୱାରା ପ୍ରକାଶ ପାଇଛି। ଆଜି, ଲିକ୍ ହୋଇଥିବା ଟିଜର ପ୍ରତିଛବି ଆମକୁ ଗୁଗୁଲର…

Read More