ଗଛରେ ଝୁଲୁଛି ତିନି ଶବ
ଅନୁଗୋଳ : ଗଛ ଡାଳରେ ଝୁଲୁଛି ୩ଜଣଙ୍କ ମୃତଦେହ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗ୍ରାମର ଡିମିରିକୁଦା ଜଙ୍ଗଲରେ। ଗ୍ରାମର ଜଣେ ଗାଈ ଚରାଳି ଗାଈ ଚରାଇ ଡିମିରିକୁଦା ଜଙ୍ଗଲରୁ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହି ତିନିଜଣଙ୍କ ଭିତରୁ ଦୁଇଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ଗାଇ ଚରାଳି ଜଣଙ୍କ ଗାଁ ଲୋକଙ୍କୁ କହିଥିଲେ ଏବଂ ଗ୍ରାମବାସୀ ପୁଲିସକୁ ଖବର ଦେବା ସହ ଘଟଣାସ୍ଥଳରେ…
