Home » arakeswar temple Karnataka
Temple_priests

ଚୋରମାନେ ମନ୍ଦିରର ତିନି ପୂଜାରୀଙ୍କୁ ହତ୍ୟା କରି ନଗଦ ଟଙ୍କା ନେଇ ଫେରାର

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ଏକ ପ୍ରସିଦ୍ଧ ମନ୍ଦିରରେ ଚୋରମାନେ ତିନିଜଣ ପୁରୋହିତଙ୍କୁ ହତ୍ୟା କରି ମନ୍ଦିରରୁ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗ ସଦସ୍ୟମାନେ ଗୁରୁବାର ରାତିରେ ଅରକେଶ୍ୱର ମନ୍ଦିର (Arkeshwara Swamy Temple) ର ପୁରୋହିତମାନଙ୍କୁ ଛୁରୀରେ ହତ୍ୟା କରିଥିଲେ ଏବଂ ‘ହୁଣ୍ଡି’ (ଦାନ ବାକ୍ସ) ରୁ ନଗଦ ଟଙ୍କା ନେଇ ପଳାଇ ଯାଇଥିଲେ। ସେମାନେ କହିଥିଲେ ଯେ ଚୋରମାନେ ଦାନ ବାକ୍ସରେ ରଖାଯାଇଥିବା ମୁଦ୍ରା ଉଠାଇ ନାହାଁନ୍ତି।…

Read More