ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ବୁଲେଟିନ ଜାରି
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ। ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଖାନା କତୃପକ୍ଷଙ୍କ ତରଫରୁ ନିରନ୍ତର ଅବଗତ କରାଯାଉଛି। ଶନିବାର ଦିନ ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ ( Research & Referral Hospital ) ତାଙ୍କ ଅବସ୍ଥା ଏବଂ ପରବର୍ତ୍ତୀ ଚିକିତ୍ସା ବିଷୟରେ କିଛି ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ…
