Home » ARMY

ଲେହର ଦିହାରଠାରେ ଡିଆରଡିଓ ଯୋଗାଇଲା କୋଭିଡ-19 ପରୀକ୍ଷା ସୁବିଧା

ଲଦାଖ : ଲଦାଖ ଅଞ୍ଚଳରେ କରୋନା ମାମଲାଗୁଡିକର ଚିହ୍ନଟ ପାଇଁ ଲେହର ଅତି ଉଚ୍ଚ ଗବେଷଣା କେନ୍ଦ୍ର ଦିହାରଠାରେ ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (DRDO)ପକ୍ଷରୁ ଏକ କୋଭିଡ-୧୯  ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ପରିକ୍ଷା ଯୋଗୁଁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ସଂକ୍ରମିତଙ୍କ ଉପରେ ନଜର ରଖାଯାଇପାରିବ । ଆଇସିଏମଆର ପକ୍ଷରୁ ପ୍ରଦତ୍ତ ମାର୍ଗଦର୍ଶିକା ଅନୁଯାୟୀ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଲଦାଖର ଉପରାଜ୍ୟପାଳ ଶ୍ରୀ ଆର.କେ.ମାଥୁର ଏହି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଦିହାରସ୍ଥିତ ଏହି…

Read More

ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ମଞ୍ଜୁର

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(Permanent Commission) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି। ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ। ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(SSC)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(AD) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ASC), ଆର୍ମୀ ଆର୍ଡିନାନ୍ସ…

Read More

ଭାରତୀୟ ସେନାରେ ଫେସବୁକ୍ ସହିତ ୮୯ ଟି ଆପ୍ ବ୍ୟାନ

ନୂଆଦିଲ୍ଲୀ : ସୂଚନା ଲିକ୍ ହେବ ଆଶଙ୍କା ରେ ଫେସବୁକ୍, ଟିକ୍ ଟକ୍, ଟ୍ରୁ-କଲର୍ ଏବଂ ଇନଷ୍ଟାଗ୍ରାମ ସମେତ ୮୯ ଟି ଆପ୍ ହଟାଇବାକୁ ଭାରତୀୟ ସେନା ଏହାର କର୍ମଚାରୀମାନଙ୍କୁ କହିଛି। ଭାରତୀୟ ସେନା ସୂତ୍ର ଅନୁଯାୟୀ, ସେନା କର୍ମଚାରୀଙ୍କୁ ନିକଟରେ ଦିଆଯାଇଥିବା ନିର୍ଦ୍ଦେଶରେ ଡେଲି ହଣ୍ଟ ନ୍ୟୁଜ୍ ଆପ୍ ସହିତ ଟିଣ୍ଡର, କୋଚ୍ ସର୍ଫି ଭଳି ଡେଟିଂ ଆପ୍ ଏବଂ ଖେଳଆପ ପବ୍-ଜି ହଟାଇବାକୁ କୁହାଯାଇଛି। ଭାରତ ସରକାର ନିକଟରେ ୫୯ ଟି ଆପ୍ ଉପରେ…

Read More

ଚୀନ୍‌ର ବିପଦକୁ ମୁକାବିଲା ପାଇଁ ଆମେରିକା ସେନା ନିୟୋଜିତ ହେବ : ଆମେରିକାର ବୈଦେଶିକ ସଚିବ

ଆମେରିକାର ବୈଦେଶିକ ସଚିବ ମାଇକ ପୋନପିଓ କହିଛନ୍ତି ଯେ ଚୀନ୍ ,ଭାରତ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ବ୍ରୁସେଲ୍ସ ଫୋରମରେ ଏକ ପ୍ରଶ୍ନର ଉତ୍ତରରେ ପୋନପିଓ ଏହା କହିଛନ୍ତି। ପୋନପିଓଙ୍କୁ ପଚରାଯାଇଥିଲା ଯେ ଆମେରିକା କାହିଁକି ଜର୍ମାନୀରୁ ନିଜର ଶକ୍ତି ହ୍ରାସ କରିଛି? ସେ ଚୀନ୍ କୁ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ତେଣୁ ସେନାକୁ ସେଠାରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର…

Read More