Home » Atal Tunnel
zozila pass tunel

Zojila Tunnel: ଏସିଆର ସବୁଠୁ ବଡ ସଡକ ଟନେଲ ପ୍ରସ୍ତୁତ ହେଉଛି, ଜୋଜିଲା ଟନେଲର ବିଶେଷତା କ’ଣ?

ନୂଆଦିଲ୍ଲୀ: ଅଟଳ ଟନେଲ ପରେ ଦେଶରେ ଆଉ ଏକ ଟନେଲ ପ୍ରସ୍ତୁତ କରାଯାଉଛି। ଏହାକୁ ଏସିଆର ଦୀର୍ଘତମ ସଡକ ଟନେଲ ଭାବରେ ବର୍ଣ୍ଣନା କରାଯାଉଛି, ଏହି ଟନେଲର ଲମ୍ବ ୧୪.୫ କିଲୋମିଟର ହେବ। ଏହି ଟନେଲ୍ ସାହାଯ୍ୟରେ, ୩ ଘଣ୍ଟା ଲାଗୁଥିବା ଦୂରତାକୁ ମାତ୍ର ୧୫ ମିନିଟ୍ ରେ ପହଞ୍ଚିହେବ।   ଏହି ଟନେଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଯାହାର ବଟନ୍ ଦବାଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari)…

Read More
atal tunnel modi

Atal Tunnel: ‘ଅଟଳ ଟନେଲ୍’କୁ ଆମ ସେନା ଅଦରକାରୀ କରିଦେବ:ଚୀନ ସାମରିକ ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଙ୍କ ଦ୍ଵାରା ହିମାଚଳ ପ୍ରଦେଶ (Himachal Pradesh) ର ବିଶ୍ୱର ସର୍ବବୃହତ ରାଜପଥ ଟନେଲ ‘ଅଟଳ ଟନେଲ’ (Atal Tunnel) ର ଉଦଘାଟନ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ଚୀନକୁ ଝଟକା ଲାଗିଛି। ଦୀର୍ଘ ଦିନ ଧରି ଲଦାଖ (Ladakh) ରେ ଉତ୍ତେଜନା ସୃଷ୍ଟି କରୁଥିବା ଚୀନ ତାର ସରକାରୀ ମୁଖପାତ୍ର ଗ୍ଲୋବାଲ୍ ଟାଇମ୍ସ (Global Times) ମାଧ୍ୟମରେ ଅଟଳ ଟନେଲ ଉପରେ…

Read More
Prime-Minister

Atal Tunnel: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ‘ଅଟଳ ଟନେଲ’ ଲୋକାର୍ପିତ,୧୮ ହଜାର ଗାଁ ଉପକୃତ ହେବେ

ଶିମିଳା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି ଶନିବାର ଦିନ ଅଟଳ ଟନେଲ (Atal Tunnel) କୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ  ରୋହତଙ୍ଗ (Rohtang) ଟନେଲ ଦେଇ ଯାତ୍ରା କରି ଅନ୍ୟ ପଟେ ଲାହୁଲ-ସ୍ପିଟି ଜିଲ୍ଲାର ସିସୁରେ ପହଞ୍ଚିଛନ୍ତି। ସିସୁରେ ହୋଇଥିବା ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ବହୁ ଦୂର ଯାତ୍ରା କରିବା ପରେ ଏଠାରେ ପହଞ୍ଚିଛନ୍ତି, ମୁଁ ଜାଣିଥିଲି ଶୀତଦିନେ ଏଠାରେ…

Read More
atal tunnel 1

Atal Tunnel: ଆସନ୍ତାକାଲି ବିଶ୍ୱର ଦୀର୍ଘତମ ରାଜପଥ ଅତ୍ୟାଧୁନିକ ‘ଅଟଳ ଟନେଲ’କୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିବେ

ଶିମଳା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆସନ୍ତାକାଲି ଅକ୍ଟୋବର ୩ ଶନିବାର ଦିନ ହିମାଚଳ ପ୍ରଦେଶ (Himachal Pradesh) ର ରୋହତଙ୍ଗ (Rohtang) ସ୍ଥିତ ‘ଅଟଳ ସୁଡଙ୍ଗ’ (Atal Tunnel)କୁ ଉଦଘାଟନ କରିବେ। ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ। ଏହାର ଦୈର୍ଘ୍ୟ ୯.୦୨କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ ସଡ଼କପଥରେ ଯୋଡ଼ିବ। ପୂର୍ବରୁ ଏହି ଉପତ୍ୟକାରେ ଶୀତଦିନେ ପ୍ରବଳ ତୁଷାରପାତ ଘଟୁଥିବା ହେତୁ ବର୍ଷରେ…

Read More