Home » august 5

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ…

Read More

ଆଜି ମଧ୍ୟ ରାମାୟଣର ବାର୍ତ୍ତା ପ୍ରାସଙ୍ଗିକ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ :ଉପରାଷ୍ଟ୍ରପତି ଶ୍ରୀ ଏମ ଭେଙ୍କୟା ନାଇଡୁ ଲୋକଙ୍କୁ ରାମାୟଣରେ ବର୍ଣ୍ଣିତ ଧର୍ମ ଏବଂ ଉତ୍ତମ ନୈତିକତା ନିଜ ଜୀବନରେ ଗ୍ରହଣ କରିବାକୁ ଏବଂ ଏହାର ସର୍ବଭାରତୀୟ ବାର୍ତ୍ତା ପ୍ରସାର କରିବାକୁ ଅନୁରୋଧ କରିଛନ୍ତି। ଏହି ମହାକାବ୍ୟରେ  ବର୍ଣ୍ଣିତ ମୌଳିକ ମୂଲ୍ୟବୋଧ ଏବଂ ଆଦର୍ଶ ସହିତ ନିଜ ଜୀବନକୁ ସମୃଦ୍ଧ କରିବାକୁ ସେ କହିଛନ୍ତି। ୧୭ ଟି ଭାଷାରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉପରାଷ୍ଟ୍ରପତି “ଶ୍ରୀ ରାମ ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା ”…

Read More