Home » ayodhya
lk uma mm

Babri Masjid demolition:ବାବ୍ରି ମସଜିଦ ଭାଙ୍ଗିବା ଘଟଣାରେ ଆଡଭାନୀ, ଯୋଶୀ, ଉମାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ; ଆଡଭାନୀ କହିଲେ ‘ଜୟ ଶ୍ରୀରାମ’

ଲକ୍ଷ୍ନୌ: ଅଯୋଧ୍ୟାରେ ବିବାଦୀୟ ବାବ୍ରି ମସଜିଦ ଢାଞ୍ଚା ଭାଙ୍ଗିବା ଅପରାଧିକ ମାମଲାରେ ୨୮ ବର୍ଷ ପରେ ଜଜ୍ ସୁରେନ୍ଦ୍ର କୁମାର ଯାଦବଙ୍କ ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଜଜ୍ ତାଙ୍କ ରାୟରେ କହିଛନ୍ତି ଯେ ଏହି ଭଙ୍ଗା ଯୋଜନା ପୂର୍ବ ଯୋଜନା ନୁହେଁ ବରଂ ଏକ ଦୁର୍ଘଟଣାଜନକ ଘଟଣା। ସ୍ୱତନ୍ତ୍ର କୋର୍ଟ ଏଲ.କେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ କଲ୍ୟାଣ ସିଂ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ୪୯…

Read More
sriram mandir

ଅଯୋଧ୍ୟା ଶ୍ରୀରାମମନ୍ଦିର ମାନଚିତ୍ର ସର୍ବସମ୍ମତି କ୍ରମେ ମଞ୍ଜୁର,ମନ୍ଦିର ନିର୍ମାଣରେ ଆଉ ଆସିବନି ପ୍ରତିବନ୍ଧକ

ଅଯୋଧ୍ୟା:ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ଶ୍ରୀରାମମନ୍ଦିରର ମାନଚିତ୍ର  ବୁଧବାର ଅନୁଷ୍ଠିତ ଅଯୋଧ୍ୟା ବିକାଶ ପ୍ରାଧିକରଣ ( Ayodhya Development  Authority )ର  ବୋର୍ଡ ବୈଠକରେ ମନ୍ଦିରର ମାନଚିତ୍ର ( Map )ସର୍ବସମ୍ମତି କ୍ରମେ ମଞ୍ଜୁର ହୋଇଛି। ବର୍ତମାନ ମନ୍ଦିର ନିର୍ମାଣରେ ଆଉ କୌଣସି ପ୍ରକାରର  ପ୍ରତିବନ୍ଧକ ଆସିବ ନାହିଁ। ମନ୍ଦିର ଏବେ ସୁଚାରୁରୂପେ ନିର୍ମିତ ହୋଇପାରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ୨,୭୪,୧୧୦  ବର୍ଗ ମିଟର ଖୋଲା କ୍ଷେତ୍ର ଅଯୋଧ୍ୟା ବିକାଶ ପ୍ରାଧିକରଣର…

Read More

ପ୍ରଧାନମନ୍ତ୍ରୀଙ୍କ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ‘ ଭୁମି ପୂଜନ;ପାରସ୍ପରିକ ପ୍ରେମ ଏବଂ ଭାଇଚାରା ଭିତ୍ତିରେ ଏହି ମନ୍ଦିର ନିର୍ମାଣ କରାଯିବା ଉଚିତ୍: ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୋହିତମାନେ ଭୁମି ପୂଜନ ଜପ କରିବା ଆରମ୍ଭ କରିଥିଲେ ଏବଂ ପରେ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବା ସହିତ ଭୁମି ପୂଜନ କାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ନଅଟି ପଥର ପୂଜା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀ ଏବଂ ରାମ ଭକ୍ତଙ୍କୁ ଅଭିନନ୍ଦନ…

Read More

ଆସନ୍ତାକାଲି ଶ୍ରୀରାମ ମନ୍ଦିରର ଭୂମିପୂଜନ; ମନ୍ଦିର ମଡେଲ ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ। କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ…

Read More