Balangir: ତେଲ ନଦୀ ବ୍ରିଜ୍ ଉପରୁ ଡେଇଁ ନିଖୋଜ ଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗିର: ବଲାଙ୍ଗିର (Balangir) ଜିଲ୍ଲା ତୁଷୁରା (Tushura) ଅଞ୍ଚଳରେ ତେଲ ନଦୀ ବ୍ରିଜ୍ ଉପରୁ ଗତଗୁରୁବାର ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଦୁଇ ଭଉଣୀଙ୍କ ମୃତଦେହ ସୁବର୍ଣ୍ଣପୂର ଓ ବୌଦ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସୁବର୍ଣ୍ଣପୂର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ଆଜି ପ୍ରଥମେ ସାନଭଉଣୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ବଡ଼ଭଉଣୀର ମୃତଦେହ ବୌଦ ଜିଲ୍ଲାର ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଗତ ଗୁରୁବାର ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇଭଉଣୀ…
