Bank Fraud: ବ୍ୟାଙ୍କ ମ୍ୟାନେଜର୍ ସମେତ ଗ୍ରାହକ ଗିରଫ
ଭୁବନେଶ୍ଵର: ବ୍ୟାଙ୍କକୁ ଅଢ଼େଇ କୋଟି ଟଙ୍କାର ଚୂନା ଲଗେଇଛନ୍ତି ବ୍ୟାଙ୍କର ମ୍ୟାନେଜର ଓ ଜଣେ ଋଣ ଗ୍ରହିତା। ଋଣ ମଞ୍ଜୁର ବେଳେ ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ସମସ୍ତ ରେକର୍ଡପତ୍ରକୁ ସଠିକ୍ ଭାବରେ ଯାଞ୍ଚ କରିନଥିବା ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଋଣ ନେଇ ଚଳୁ କରି ଦେଇଥିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ ସ୍ଥାନୀୟ ଏସଡିଜେଏମ୍ ଙ୍କ କୋର୍ଟରେ ହାଜର କରାଯାଇଛି। ଏହି ଘଟଣା ଘଟିଛି ଖୋଦ ରାଜଧାନୀ…
