BTS 2020: ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ: ପ୍ରଧାନମନ୍ତ୍ରୀ ମୋଦୀ
ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ ବେଙ୍ଗାଲୁରୁ ପ୍ରଯୁକ୍ତି ସମ୍ମିଳନୀ (Bengaluru Tech Summit 2020) ର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଏବଂ ବୈଷୟିକ ସମିତି, କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା (Karnataka government’s Vision Group on Information Technology), ଜୈବ ପ୍ରଯୁକ୍ତି ବିଦ୍ୟା (Bio-Technology) ଓ ଷ୍ଟାର୍ଟଅପ ଭିଜନ ଗ୍ରୁପ (Start Up Vision Group), ସପ୍ଟୱେୟାର ଟେକ୍ନୋଲଜି ପାର୍କସ…
