Mumbai power grid Fail: ମୁମ୍ବାଇ ଅନ୍ଧକାର, ଲକ୍ଷ ଲକ୍ଷ ଯାତ୍ରୀ ଲୋକାଲ ଟ୍ରେନରେ ଫସିଲେ
ମୁମ୍ବାଇ: ମୁମ୍ବାଇ (Mumbai)ର କିଛି ଅଞ୍ଚଳରେ ପାୱାର ଗ୍ରୀଡ (Power Grid) ଫେଲ ହୋଇଛି। ଫଳରେ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ଟ୍ରେନ ଭିତରେ ଫସି ରହିଛନ୍ତି। ଆଜି ମୁମ୍ବାଇ, ଥାନେ, ନାଭି ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ବଜ୍ରପାତ ହୋଇଥିଲା। ଏହି କାରଣରୁ ମୁମ୍ବାଇ ଲୋକାଲ ଟ୍ରେନ ମଧ୍ୟ ବନ୍ଦ ହୋଇଗଲା। ଗ୍ରୀଡ୍ ବିଫଳତା ହେତୁ ଚର୍ଚ୍ଚଗେଟ୍ ଠାରୁ ଭାସାଇ ରେଳ ଷ୍ଟେସନ ମଧ୍ୟରେ ପଶ୍ଚିମ…
