ଆଜି ରାଜଧାନୀ ରେ ପୁଣି ୮୭ ଜଣ କରୋନା ପୋଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜଧାନୀରେ ଆଜି କରୋନା ସଂକ୍ରମିତ ୮୭ ଜଣ ଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ରାଜଧାନୀର ଥିବା ବିଭିନ୍ନ ବସ୍ତି, ହସ୍ପିଟାଲ ଓ ହଟସ୍ପଟ୍ ଜିଲ୍ଲାରୁ ଲୋକମାନଙ୍କ ଆଗମନ ରାଜଧାନୀ ପାଇଁ ବିପଦ ପାଲଟିଛି। ବିଏମ୍ସି ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ଭିତରୁ ସଙ୍ଗରୋଧରୁ ୪୧ ଜଣ ଓ ସ୍ଥାନୀୟ ଅଞ୍ଚଳ ରୁ ୪୬ ଜଣ ରହିଛନ୍ତି। ୧୧୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪ ଜଣ…
